ଜୟ ନାରାୟଣଙ୍କ କଟାକ୍ଷ; ‘ବିଜେଡିର ଆୟୁଷ କମ୍‌, ଏବେ ଆଇସିୟୁରେ’

ଭୁବନେଶ୍ବର : ‘ବିଜେଡି ଏବେ ICUରେ, ଥିଲେ ତ୍ କଂଗ୍ରେସ ସହ ମିଶିବ।’ ଆଜି କିଛି ଏଭଳି ଭାବେ ବିଜେଡିକୁ କଟ୍ଟାକ୍ଷ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟ ନାରାୟଣ।ସେ କହିଛନ୍ତି,…

ନୂଆ କୁଳପତି ଚୟନ ପ୍ରକ୍ରିୟାରେ ବିଳମ୍ବ କରୁଛି ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : ରାଜ୍ୟର ତିନି ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଚଳିତମାସ ଶେଷ ସପ୍ତାହରେ ସରିବ। କିନ୍ତୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନୂଆ କୁଳପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ନକରି ପକାଇ ରଖିଛି। ଏହି ବିଳମ୍ବ ଯୋଗୁଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ପ୍ରାବଧାନ ଆଧାରରେ…

ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା

ଭୁବନେଶ୍ବର : ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା। କଟକ ସାଇବର ଥାନାରେ ଏତଲା ଦେଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋଶାଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ସଂଘ।ଓଡ଼ିଶାରେ ଓଡ଼ିଆ ଫିଲ୍ମ…

ଶ୍ରୀମନ୍ଦିର ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିରର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ଶ୍ରୀମନ୍ଦିର ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା। ତେବେ ଉକ୍ତ ଅଣହିନ୍ଦୁ ଜଣଙ୍କ ଚାଈନିଜ ଭାଷାରେ କଥାବାର୍ତ୍ତା ହେଉଥିବା ଜଣାପଡିଛି। ଲୋକଙ୍କ ଭିଡ ଭିତରେ ଅଣହିନ୍ଦୁ ଜଣକ…

ମହାନଦୀରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ : କଟକ ମହାନଦୀ ଘାଟରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର। କାଳିଆବୁଦା ନିକଟ ମହାନଦୀ ଘାଟରୁ ମିଳିଛି ନାବାଳକଙ୍କ ମୃତଦେହ। ଛାତ୍ର ଜଣକ ଗତକାଲି ଘରୁ ସାଇକେଲ ଧରି ବାହାରକୁ ଯାଇଥିଲେ। ଘରକୁ ନଫେରିବାରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।ପୁଲିସ ସୂଚନା ଅନୁସାରେ…

ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ, ୨ ଯୁବକ ଥାନାରେ ଅଟକ

ଭୁବନେଶ୍ବର : ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ ଅଭିଯୋଗ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନାଁ ନେଇ ଚାକିରୀ କରାଇ ଦେବା କହି ଠକେଇ ଅଭିଯୋଗ। ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଛି ପୁଲିସ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରୀ କରାଇ…

ମାଟି ଖୋଳୁ ଖୋଳୁ ଖସିଲା ଅତଡ଼ା; ୪ ମୃତ, ଫସିଛନ୍ତି ବହୁ ମହିଳା ଓ ଶିଶୁ

ଊକ୍ଷ୍ନୌ : ଉତ୍ତରପ୍ରଦେଶରେ ଆଜି ବେଶ୍‌ ଧୁମଧାମରେ ପାଳିତ ହେଉଛି ଦେବଠାନ ପର୍ବ। ମାତ୍ର ଏହା ପୂର୍ବରୁ କାସଗଞ୍ଜରେ ଘଟିଛି ଅଘଟଣ । ମାଟି ଅତଡ଼ା ଖସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି। ଏବେ ବି ବହୁ ମହିଳା ଓ ଶିଶୁ…

ଏକୁଜଟ୍ ନରହିଲେ କଂଗ୍ରେସ ଛଡ଼ାଇ ନେବ ସଂରକ୍ଷଣ; ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟକୁ ଘେରିଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ବିଜେପି ୪୦୦ ଆସନ ଜିତିଲେ ସମ୍ୱିଧାନ ବଦଳାଇ ଦେବ ଏବଂ ସଂରକ୍ଷଣ ଛଡ଼ାଇ ନେବ ବୋଲି ଇଣ୍ଡି ମେଣ୍ଟ ଲୋକସଭା ନିର୍ବାଚନ ବେଳେ ପ୍ରଚାର କରିଥିଲା । ଯାହାର ପ୍ରଭାବ ମହାରାଷ୍ଟ୍ର, ୟୁପି ପରି ରାଜ୍ୟରେ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ବିଜେପି ଏବଂ ଅନ୍ୟ ସହଯୋଗୀ ଦଳଙ୍କୁ କମ ଆସନ…

ମଣିପୁର ଅଶାନ୍ତ, କୁକି ସଙ୍ଗଠନର ବନ୍ଦ ଡାକରା, କର୍ଫ୍ୟୁ ଲାଗୁ

ଇମ୍ଫାଲ : ପୁଣି ଅଶାନ୍ତ ହୋଇପଡିଛି ମଣିପୁର। ଗତ ବର୍ଷ ମେ' ୩ ତାରିଖରେ ଆରମ୍ଭ ହୋଇଥିବା ହିଂସା ଥମିବାର ନା ନେଉ ନାହିଁ। ଗତ ଚାରି ଦିନ ମଧ୍ୟରେ ରାଜ୍ୟରେ ୮ ଟି ବିଭିନ୍ନ ହିଂସା ଘଟଣା ସାମ୍ନାକୁ ଆସିଛି। ଗତକାଲି ସିଆର୍‌ଏଫ୍ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇଥିଲେ।…

‘ମିଛର‘ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧି, କାର୍ଯ୍ୟାନୁଷ୍ଠାନ ପାଇଁ ଇସିଙ୍କୁ କହିଲା ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେପି। ଭାରତୀୟ ସମ୍ବିଧାନକୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ରାହୁଲ ଗାନ୍ଧି ମିଛର ପ୍ରଚାର କରୁଛନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି…