ଓ୍ବାରେଣ୍ଟ ବଳରେ ୫ ଗିରଫ
ହିଞ୍ଜିଳିକାଟୁ : ହତ୍ୟା ଉଦ୍ୟମ, ଚୋରୀ ଓ ମାରପିଟ୍ ଭଳି ଘଟଣାରେ ସଂପୃକ୍ତ ଥାଇ ଦୀର୍ଘ ବର୍ଷ ଧରି ଫେରାର ଥିବା ୫ ଜଣ ଅଭିଯୁକ୍ତଙ୍କୁ ଓ୍ବାରେଣ୍ଟ ବଳରେ ହିଞ୍ଜିଳି ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ମାନେ ହେଲେ ହିଞ୍ଜିଳି ଥାନା ବଳରାମପୁର ଗ୍ରାମର!-->…