କନ୍ଧମାଳ ଜିଲ୍ଲାରେ ଖଣିଜ ନାମରେ ଲୁଟ ହେଉଥିବା ଉପରେ ରାଜ୍ୟସରକାରଙ୍କ ଦୃଢ଼ ପଦକ୍ଷେପ ପାଇଁ ଦାବି
ଫୁଲବାଣୀ :-କନ୍ଧମାଳଜିଲ୍ଲାରେ ପାହାଡ଼,ଖଣି ଓ ଜଙ୍ଗଲରେ ଭରି ହୋଇ ରହିଥିବା ଏକ ଜିଲ୍ଲା। ଯେଉଁଠି ଭରପୁର ଖଣିଜ ସମ୍ପଦ ଭରି ହୋଇ ରହିଛି। ହେଲେ ଏହାର ରକ୍ଷଣାବେକ୍ଷଣରେ ବିଭାଗ୍ ବ୍ୟତିକ୍ରମ ହେତୁ ଖଣିଜ ସମ୍ପଦ ଗୁଡ଼ିକ ଆଜି ବି ଖୋଲମ ଖୋଲା ବ୍ୟବସାୟୀ, ସରକାରୀ ଅଧିକାରୀ, ବଡ ବଡ ଠିକାଦାର,!-->!-->!-->…