ପାଣିରେ ବୁଡ଼ି ବୃଦ୍ଧା ମୃତ
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ବଘିୟାଖାନ୍ଦି ଗ୍ରାମର ଯ୍ୟାନେକ ବୃଦ୍ଧ ଗୋସେଇ ବାରଲା ୬୨ ବର୍ଷଙ୍କ ପାଣିରେ ବୁଡ଼ି ମୃତ ହତିଥିବା ଜଣାପଡ଼ିଛି | ଆଜି ଗୋସେଇ ବାରଲା ନିଜ ଘର ବଘିୟାଖାନ୍ଦିରୁ ରାଏବଗା ବେଙ୍କ କିଛି କାମରେ ଆସୁଥିଲେ!-->…