ବିପନ୍ନଙ୍କୁ କଟୁ କଥା କହି ୪ ଅଧିକାରୀ ନିଲମ୍ବିତ, ମନ୍ତ୍ରୀ କହିଲେ- କାହାକୁ ଛଡ଼ାଯିବନି
ଭୁବନେଶ୍ବର : ବାତ୍ୟା ‘ଦାନା’ର ମୁକାବିଲା ନିମନ୍ତେ ତୃଣମୂଳ ସ୍ତରରେ ମୁତୟନ ହୋଇଥିଲେ ଅଧିକାରୀ। ବିପନ୍ନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ସହ ସ୍ଥିତିର ପରିଚାଳନା ନିମନ୍ତେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ଅପମାନିତ କରିଥିବା ୪ ଅଧିକାରୀଙ୍କୁ!-->…