ଗିରଫ ହେଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟର

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ବଡ଼ ସଫଳତା ମିଳିଛି। ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ପୁଲିସ ନିକଟରେ ଗିରଫ କରିଛି। ଏହି ୭ଜଣ ସୁଟରଙ୍କୁ ପୁଲିସ ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରୁ ଗିରଫ କରିଛି। ଗିରଫ ସୁରଟଙ୍କ ଠାରୁ ପୁଲିସ ଟିମ ଅନେକ…

NIA ମୋଷ୍ଟ୍-ୱାଣ୍ଟେଡ୍ ତାଲିକାରେ ଲରେନ୍ସ ବିଷ୍ଣୋଇ ଭାଇ, ଧରାଇ ଦେଲେ ଦେବ ୧୦ ଲକ୍ଷ

ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ମୋଷ୍ଟ୍-ୱାଣ୍ଟେଣ୍ଟ ତାଲିକାରେ ଯୋଡ଼ି ହୋଇଛି ନୂଆ ନାଁ। ଜେଲରେ ଥିବା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଖୋଜୁଛି NIA। ଅନମୋଲକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ନେଇ ଘୋଷଣା କରିଛି ତଦନ୍ତକାରୀ ସଂସ୍ଥା। ଆତଙ୍କବାଦ ବିରୋଧୀ…

ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ

ପାରଳାଖେମୁଣ୍ଡି: ରେଳ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ୫୭ ଟି ଅମୃତ ଷ୍ଟେସନ ମଧ୍ୟରୁ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ପ୍ରାୟ ୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ପୁନର୍ବିକାଶ କରାଯାଉଅଛି | ଏହି ପଦକ୍ଷେପଟି ଓଡିଶାର ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀଙ୍କ ସୁବିଧାରେ…

ଅଜିତ ପାୱାରଙ୍କ ଟିମରେ ସାମିଲ୍ ହେଲେ ବାବା ସିଦ୍ଦିକିଙ୍କ ପୁଅ

ଅଜିତ ପାୱାରଙ୍କ ଟିମରେ ସାମିଲ ହୋଇଛନ୍ତି ପୂର୍ବତନ ଦିବଂଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ। ମହାରାଷ୍ଟ୍ର ନିର୍ବାଚନ ମଧ୍ୟରେ ସେ ହାତ ଛାଡ଼ି ଏନସିପିର ଅଜିତ ପାୱାରଙ୍କ ଟିମରେ ଯୋଗ ଦେଇଛନ୍ତି। ଆଜି ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ…

ମହାରାଷ୍ଟ୍ର ପାଇଁ କଂଗ୍ରେସର ୪୮ ଜଣିଆ ପ୍ରାର୍ଥୀ ତାଲିକା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ରାଜ୍ୟରେ କଂଗ୍ରେସ ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ସହ ମିଶି ନିର୍ବାଚନ ଲଢ଼ୁଛି। ୩ ଦଳ ମଧ୍ୟରେ ଦିନକ ତଳେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ…

ବାତ୍ୟା ଦାନା ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ଜାରି

ବାତ୍ୟା ଦାନାର ପ୍ରଭାବରେ ଏବେବି ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା । ବର୍ଷା ସାଙ୍ଗକୁ କୋହଲା ପବନ ମଧ୍ୟ ବହୁଛି । ଓଡିଶା ସମେତ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ହୋଇଛି । ଗତ ୩ ଘଣ୍ଟାରେ ଭଦ୍ରକରେ ୮୫.୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ବରରେ ୪୮…

ଆସନ୍ତାକାଲି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ସ୍ଥିତି ଅନୁଧ୍ୟାନ

ଭୁବନେଶ୍ୱର : ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପରେ ସମୀକ୍ଷା କରିଥିଲେ…

ବାତ୍ୟା ଦାନା ପ୍ରଭାବ: ପୁରୀରେ ସବୁଠୁ ଅଧିକ ବର୍ଷିଲା

ଭୁବନେଶ୍ୱର: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଦାନା। ଶୁକ୍ରବାର ରାତି ୧୨.୫ରେ ସ୍ଥଳଭାଗ ଛୁଇଁଥିବା ବେଳେ ଆଜି ସକାଳେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ କରିଛି ଦାନା। ବର୍ତ୍ତମାନ ଭୀଷଣ ବାତ୍ୟା, ବାତ୍ୟା ରୂପ ନେଇଥିବା ବେଳେ ଧୀରେ ଧୀରେ ଗଭୀର ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ…

ଦୁଇ ସାମ୍ବାଦିକଙ୍କ ଦ୍ଵାରା ଟ୍ରାଫିକ ସଚେତନତା

ଫୁଲବାଣୀ : ଫୁଲବାଣୀ ର ଦୁଇ ଯୁବ ସାମ୍ବାଦିକ ଟ୍ରାଫିକ ସଚେତନତା କରୁଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଦେଖିବାକୁ ମିଳୁଛି । ଯାହାଦ୍ବାରା କି ଦୁର୍ଘଟଣା ହୋଇ ଦୈନିକ ମୃତୁ ସଂଖ୍ୟା ବଢ଼ିବାରେ ଚାଲିଛି । ପ୍ରଶାସନ ପକ୍ଷରୁ…

ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

ଭୁବନେଶ୍ବର: ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏହି ପ୍ରକ୍ରିୟା ସାଧାରଣଭାବେ ୬ରୁ ୮ ଘଣ୍ଟା…