ଜିଲ୍ଲା ହସ୍ପିଟାଲ ନର୍ସ ଦିଦିଙ୍କ ଦାଦାଗିରି, ରୋଗୀଙ୍କ ମୋବାଇଲ ଫୋପାଡ଼ି ଭାଙ୍ଗିଲେ, ସ୍ୱାମୀଙ୍କୁ ଡାକି ମାଡ଼ ଦେଲେ !!
ମାଲକାନଗିରି, (୧୮/୧୦) : ଜିଲ୍ଲା ହସ୍ପିଟାଲ ର ନର୍ସ ଦିଦି ଙ୍କ ଦାଦାଗିରି ଦେଖିବାକୁ ମିଳିଛି, ତାଙ୍କୁ ଡାକିବାରୁ ରାଗି ଯାଇ ରୋଗୀଙ୍କ ମୋବାଇଲ ଫୋପାଡ଼ି ଭାଙ୍ଗିବା ସହିତ ନିଜ ସ୍ୱାମୀ ଙ୍କ ଦ୍ୱାରା ମାଡ଼ ଦେଇ ଥିବାର ରୋଗୀଙ୍କ ସମ୍ପର୍କୀୟ ଗଣ ମାଧ୍ୟ୍ୟମ ନିକଟରେ ଅଭିଯୋଗ କରିଛନ୍ତି।ଏପରି!-->…