ଚିତ୍ରକୋଣ୍ଡାର ବାଲିମେଳା ଡ୍ୟାମରେ ନିର୍ଭର କରି ବଞ୍ଚୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ସରକାର ଦେଲେ ବଡ଼ ଉପହାର
ମତ୍ସ୍ୟଜୀବୀ ଙ୍କ ପାଈଁ ଡଙ୍ଗା, ଲାଇଫ ଜ୍ୟାକେଟ , ଜାଲ ପ୍ରଦାନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ବାଲିମେଳା ଡ୍ୟାମରେ ମାଛ ଧରି ସହ ସହ ପରିବାର ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଏହି ମତ୍ସ୍ୟଜୀବୀ ମାନଙ୍କବିକାଶ ପାଇଁ ରାଜ୍ୟ ସରକାର ନେଉଛନ୍ତି!-->!-->!-->…