ଭୁବନେଶ୍ବର ଭରତପୁର ଥାନା ମାମଲା: ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍ ରିକ୍ରିଏସନ
ଭୁବନେଶ୍ବର : ଭରତପୁର ଥାନା ମାମଲାରେ ଉଭୟ ଭରତପୁର ଥାନା ଓ ପଥରଗାଡ଼ିଆର ସୁନ୍ଦରପୁରରେ ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍ ରିକ୍ରିଏସନ । ଭରତପୁର ଥାନରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସିନ୍ ରିକ୍ରିଏସନ । ଭରତପୁର ଥାନାରେ ଖୋଳତାଡ଼ ପରେ ପଥରଗାଡ଼ିଆର ସୁନ୍ଦରପୁରରେ!-->…