ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ; ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ SCERT ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ…

ଅଧ ରାତିରେ ମହିଳାଙ୍କ ଘରେ ପଶିଲେ ASI, ନିର୍ଦ୍ଧୁମ ଛେଚିଲେ ପରିବାର ଲୋକେ

ନୟାଗଡ : ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ହରଡଘଣାରେ ଥାନା ଏଏସ୍ଆଇ । ନୟାଗଡ ଜିଲ୍ଲା ରଣପୁର ଥାନା ଏଏସ୍ଆଇ ପ୍ରଶାନ୍ତ ପରିଡା ଗତକାଲି ବିଳମ୍ବିତ ରାତିରେ ଥାନାଠାରୁ ମାତ୍ର ୨ଶହ ମିଟର୍ ଦୁରରେ ଥିବା ସାନକୂଆ ସାହିର ଜଣେ ମହିଳାଙ୍କ ଘରେ ପଶିଥିଲେ । ପରିବାରଲୋକେ ପ୍ରଶାନ୍ତଙ୍କୁ ଧରି…

୯ ଦିନ ପରେ ୧୫ ନିଖୋଜ ମତ୍ସ୍ୟଜୀବୀ ଠାବ, ସମସ୍ତେ ସୁରକ୍ଷିତ

ଜଳେଶ୍ୱର : ୯ ଦିନ ପରେ ଠାବ ହେଲେ ନିଖୋଜ ୧୫ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଅଛନ୍ତି । ଗତ ଜୁଲାଇ ୨ ତାରିଖରୁ ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ । ଦୀର୍ଘ ୯ ଦିନ ପରେ ସମସ୍ତ ମତ୍ସ୍ୟଜୀବୀ…

ଜଟଣୀରେ ରାତି ଅଧରେ ଇଲେକ୍ଟ୍ରିସିଆନଙ୍କୁ ହତ୍ୟା

ଭୁବନେଶ୍ୱର : ଜଟଣୀରେ ଇଲେକ୍ଟ୍ରିସିଆନକୁ ହତ୍ୟା । ଖୁଦୁପୁର ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ଅଧରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ଏମ୍ସରେ ଚିକିତ୍ସିତ ବେଳେ ମାର୍କଣ୍ଡ ବଳିୟାସିଂଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ…

ଭିଜିଲାନ୍ସ ଜାଲରେ ଏଏସଆଇ, ଜମି ବିବାଦ ଫଇସଲା ପାଇଁ ମାଗିଥିଲେ ୧୦ ହଜାର ଟଙ୍କା

କଟକ : ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ । ଲାଞ୍ଚ ମାମଲାରେ ASI ଫେରାର ହୋଇଥିଲେ, ଏବେ ବନ୍ଧା ହେଲେ । ଦୀର୍ଘ ସମୟର କସରତ ପରେ ପୋଲିସ ଅକ୍ଷୟ କୁମାର ସେଠୀଙ୍କୁ ଗିରଫ କରିଛି ଭଜିଲାନ୍ସ । ତାଙ୍କ ବିରୋଧରେ ଲାଞ୍ଚ ଦାବି ଓ ଗ୍ରହଣ…

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଆହତ

କୋରାପୁଟ : କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । କୋରାପୁଟ ସଦର ଥାନା ଡଲିଆମ୍ବ ବ୍ରିଜ ନିକଟରେ ଗତ ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ମୁଣ୍ଡଳୀରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ: ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ଆତଙ୍କ

କଟକ: ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ମାଡ଼ି ଆସୁଛି ପାଣି। ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଶେଷରେ ଆସି ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିଛି। ଏହାର ପ୍ରଭାବରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ଏବେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ନଦୀର…

ରଥଯାତ୍ରା ପୂର୍ବରୁ ସକ୍ରିୟ ସାଇବର୍‌ ଠକ: ମହାପ୍ରଭୁଙ୍କୁ ତୁଳସୀ ଚଢ଼ା ନାଁରେ ଅନଲାଇନରେ ମାଗୁଛନ୍ତି ଟଙ୍କା

ପୁରୀ: ରଥଯାତ୍ରା ଆରମ୍ଭ ନ ହେଉଣୁ ସକ୍ରିୟ ହୋଇଗଲେଣି ସାଇବର୍ ଠକମାନେ । ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଫେସବୁକ୍‌ ରେ ମାଳମାଳ ବିଜ୍ଞାପନ ଛାଡୁଛନ୍ତି । ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହଁ ରଥ ଉପରେ ୨୫୧ କିମ୍ବା ୫୦୧…

ପଛକୁ ପଛ ଆସୁଛି ୨ଟି ଲଘୁଚାପ: ୨୨ ତାରିଖ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷା ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ଆସୁଛି ଆହୁରି ଦୁଇଟି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ।…

ଘର ଢ଼ିଙ୍କି କୁମ୍ଭୀର: ଖୋଲିବ ବିଜେପି ନେତ୍ରୀ ପ୍ରତ୍ୟୁଷାଙ୍କ ଚିଠି ରହସ୍ୟ…

ନୟାଗଡ଼:ନୟାଗଡ଼ର ବିଜେପି ନେତ୍ରୀ ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଚିଠି ରହସ୍ୟକୁ ନେଇ ଟାଉନଥାନା ପୋଲିସ ଜୋରଦାର ଖୋଳତାଡ଼ କରୁଛି ।ଏହି ବିବାଦୀୟ ଚିଠି ପୁଲିସକୁ ବଦନାମ କରିଥିବା ବେଳେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରତ୍ୟୁଷାଙ୍କୁ ମଧ୍ୟ ବଦନାମ କରିଛି ।…