ନାବାଳିକା ଅସଦାଚରଣ : ଅଭିଯୁକ୍ତକୁ ଏକ ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ : ଆଜି ଏକ ନାବାଳିକା ଅସଦାଚରଣ ମାମଲାର ବିଚାରଣା କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ, ମାମଲାର ସାକ୍ଷ୍ୟ, ପ୍ରମାଣ ଏବଂ ପିଡିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ,ସୁଦୟା ପ୍ରଧାନକୁ ଦୋଷୀ ସାବ୍ୟସ୍ତକରି ତାକୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫…

ମଙ୍ଗଳବାର ଅପରାହ୍ଣରେ ଇସ୍ତଫା ଦେଇପାରନ୍ତି କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତିହାର ଜେଲରୁ ଫେରିବା ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇ ରହିଛି । ସେ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ରାଜନୈତିକ ଉଷ୍ମତା ଆହୁରି ବଢିଯାଇଛି । ଆଜି (ସୋମବାର) ସେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ସାକ୍ଷାତ…

ଚିଙ୍ଗୁଡ଼ି କମ୍ପାନୀରେ ଫସି ରହିଛନ୍ତି ୨୨ ଓଡ଼ିଆ ଶ୍ରମିକ

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାର ଚିଙ୍ଗୁଡ଼ି କମ୍ପାନୀରେ ଫସି ରହିଛନ୍ତି ୨୨ ଓଡ଼ିଆ ଶ୍ରମିକ । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଥିବା ସନ୍ଧ୍ୟା ମେରାଇନ୍ ପ୍ରାଇଭେଟ୍ ଲିମିଟେଡରେ କାମ କରିବା ପାଇଁ ଗତ ୧୦ତାରିଖରେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ କେନ୍ଦୁପଲି, ବୈଦେଶ୍ୱର ଓ ଜଗନ୍ନାଥପୁର…

ଅଭିନେତା ଦର୍ଶନ ରହୁଥିବା ଜେଲରୁ ମିଳିଲା ୧୫ଟି ଫୋନ, ଛୁରୀ ଓ ଅନ୍ୟାନ୍ୟ ଜିନିଷ

ନିଜର ଜଣେ ଫ୍ୟାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା କନ୍ନଡ ଅଭିନେତା ଦର୍ଶନଙ୍କୁ ନେଇ ବଡ଼ ଖବର ଆସିଛି। ବେଙ୍ଗାଲୁରୁର ଯେଉଁ କେନ୍ଦ୍ରୀୟ ଜେଲରେ ଦର୍ଶନ ରହିଥିଲେ ସେଠାରେ ପୁଲିସ ପକ୍ଷରୁ ରେଡ୍‌ କରାଯାଇଛି। ଏହି ସମୟରେ ଗୋଟିଏ ବାରାକ ଭିତରୁ ୧.୩ ଲକ୍ଷ…

ସୁଭଦ୍ରାରେ ମାତିଲେଣି ସାଇବର ଠକ: ସତର୍କ କରାଇଲେ ସରକାର

ଭୁବନେଶ୍ବର: ଆସନ୍ତାକାଲି ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ତଥା ଚର୍ଚ୍ଚିତ ସୁଭଦ୍ରା ଯୋଜନା । ଏଯାବତ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି ଦେବେ…

ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ, ଦୁର୍ବୃତ୍ତକୁ ବାନ୍ଧିଲା ପୁଲିସ

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ। ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁଥିବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ତେବେ ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ କୌଣସି ଗୁଳି ବାଜିନଥିବା ଜଣାପଡ଼ିଛି। କିଛି ଦିନ ତଳେ…

ସୁଭଦ୍ରା ଦ୍ବନ୍ଦ୍ବ ଦୂର କଲେ ଉପମୁଖ୍ୟମନ୍ତ୍ରୀ: ୧ ଟଙ୍କା ନଯାଇଥିଲେ ବି ପାଇବେ

ଭୁବନେଶ୍ବର: କ’ଣ ଆପଣଙ୍କ ଖାତାକୁ ବି ଯାଇନାହିଁ ସୁଭଦ୍ରା ଟ୍ରାଏଲର ଟଙ୍କାଏ? ତାହାଲେ କିଛି ବି ଚିନ୍ତା କରିବାର ବିଷୟ ନାହିଁ । ଟଙ୍କାଏ ନପାଇଲେ ବି ଆପଣଙ୍କ ଖାତାକୁ ଯିବ ସୁଭଦ୍ରା ସହାୟତା ରାଶି । ତେବେ ଶନିବାର ରାତିରେ ସୁଭଦ୍ରା ପଞ୍ଜିକରଣ କରିଥିବା କିଛି ମହିଳାଙ୍କ ବ୍ୟାଙ୍କ ଖାତାକୁ…

ଆନନ୍ଦ ଉଲ୍ଲାସର ସହିତ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଦିବସ, ଇଦ ମିଲାଦୁନ ନବୀ ପାଳନ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ବୀରମିତ୍ରପୁର, କୁଆଁରମୁଣ୍ଡା ଓ ରାଏବଗା ଅଞ୍ଚଳରେ ଆଜି ମହମ୍ମଦଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି ! ମୁସଲିମ ସମ୍ପ୍ରଦାୟର ଲୋକ ମାନେ ମହମ୍ମଦ ଜୟନ୍ତୀ ପର୍ବରେ ଧୁମ ଧାମରେ ଆନନ୍ଦ ଉଲ୍ଲାସ ସହିତ ପାଳନ କରିଥାନ୍ତି !…

ରାସ୍ତାରେ ବେପରୁଆ ଗାଡ଼ିଚାଳନାର ଭିଡିଓ ଭାଇରାଲ ହେବା ପରେ ୫ ଗିରଫ, ୨ କାର ଜବତ

ରାଜଧାନୀରେ ବେପରୁଆ ଗାଡ଼ିଚାଳନା ଘଟଣାରେ କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରିଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କର ଆଉ କିଛି ସାଥୀ ମଧ୍ୟ ଅଛନ୍ତି। …

ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ପହଞ୍ଚିବେ ମୋଦି

ଭୁବନେଶ୍ବର: ଆସୁଛନ୍ତି ମୋଦି । ରାଜ୍ୟର ମହିଳାଙ୍କ ପାଇଁ ଶୁଭାରମ୍ଭ କରିବେ ସୁଭଦ୍ରା ଯୋଜନା । ଏଥିପାଇଁ ମୋଦିଙ୍କ ଗସ୍ତର ଏକ ବିସ୍ତୃତ ବିବରଣୀ ଦିଆଯାଇଛି । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ବିମାନବନ୍ଦରରୁ ସିଧା…