ବନ୍ୟାପରର ବିଭୀଷିକା : ମାଥିଲିରେ ଡାଇରିଆ ଆତଙ୍କ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ ଡାଇରିଆ ଆତଙ୍କ ଖେଳାଇଛି । ବ୍ଳକର ତୁଳସୀ , ବାରା , କୋପ୍ରା , କର୍ତ୍ତନପାଲି , ଅଟାଳଗୁଡା ଭଳି ଗାଁ ମାନଙ୍କ ବନ୍ୟା ପରର ବିଭୀଷିକା ଝାଡାବାନ୍ତି ର ପ୍ରକୋପ ଦେଖିବାକୁ ମିଳିଛି । ସବୁ ଗାଁ ମାନଙ୍କ ରେ ସ୍ବାସ୍ଥ୍ୟବିଭାଗ ତରଫରୁ ଟିମ!-->…