ଜିଲ୍ଳା ପ୍ରେସ କ୍ଲବ ପକ୍ଷରୁ ପାଳିତ ହେଲା ଗଣେଶ ପୂଜା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ମହା ଆଡମ୍ବର ସହକାରେ ପାଳିତ ହେଲା ଗଣେଶ ପୂଜା l ପୂଜାରେ କର୍ତ୍ତା ଭାବରେ ସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ,!-->…