ଜିଲ୍ଳା ପ୍ରେସ କ୍ଲବ ପକ୍ଷରୁ ପାଳିତ ହେଲା ଗଣେଶ ପୂଜା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ମହା ଆଡମ୍ବର ସହକାରେ ପାଳିତ ହେଲା ଗଣେଶ ପୂଜା l ପୂଜାରେ କର୍ତ୍ତା ଭାବରେ ସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ମୁସ୍କାନ ସୁଆର, କାହ୍ନା ପଟ୍ଟନାୟକ, ଶିବ ବିଶ୍ଵାଳ, ଶିବରାମ ନାୟକ, ବିଶ୍ଵ ରଞ୍ଜନ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ
l ଗୋପାଳ କୃଷ୍ଣ ପଟ୍ଟନାୟକ, ତ୍ରିନାଥ ସାହୁ, ସୁନୀଲ ବିଶ୍ଵାଳ, ଶିବାନନ୍ଦ ପଟ୍ଟନାୟକ,ସୁଜିତ୍ ବେହେରା, ଶିବ ପ୍ରସାଦ ନାୟକ, କାହ୍ନୁ ଚରଣ ସତପଥୀ, ଉପସଭାପତି ସୂର୍ଯ୍ୟ ନାରାୟଣ ବେହେରା, ଅଶୋକ ମହାନ୍ତି, ରାଧା ମୋହନ ମହାପାତ୍ର, ପ୍ରଶାନ୍ତ କୁମାର ବେହେରା,ସନ୍ତୋଷ କୁମାର ଦିଗାଲ, ବ୍ରଜ ମୋହନ ନାୟକ,ରମେଶ ଚନ୍ଦ୍ର ପ୍ରଧାନ,ବଳଦେବ ବେହେରାଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.