ଜଗନଙ୍କୁ ଝଟକା: ଦଳ ଛାଡ଼ିଲେ ଦୁଇ ଜଣ ସାଂସଦ, ଟିଡିପିରେ ମିଶିବେ
ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ବଡ଼ ଝଟକା ଲାଗିଛି। ଆଜି ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ତାଙ୍କ ହାତ ଛାଡ଼ି ଦେଇଛନ୍ତି।ୱାଇଏସ୍ଆର କଂଗ୍ରେସ ଟିକେଟରୁ ଦୁଇ ବରିଷ୍ଠ ନେତା ରାଜ୍ୟସଭାକୁ ଯାଇଥିଲେ ହେଁ ଆଜି!-->…