ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ଦେଲେ ସୂଚନା। ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା। ନୂଆ ସାମିଲ ପାଇଁ ସିଏମ୍…

କୋଲକାତା ଲଜ୍ଜା: ପୀଡିତା ପରିବାରକୁ କ୍ଷମା ମାଗିଲେ ମମତା

କୋଲକତା ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ରଣକ୍ଷେତ୍ର ପାଲଟିଛି ପଶ୍ଚିମବଙ୍ଗ। ଗତକାଲି ଛାତ୍ର ସଙ୍ଗଠନ ନବାନ୍ନ ରାଲି କରିଥିଲା। ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ ହେଉଛି। ଏହାରି…

ସିଏଚଏସଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର: CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଭୁବନେଶ୍ବରରେ ୨ଟି ଓ…

କନ୍ଧମାଳ : ଲାଞ୍ଚୁଆ ଏସଆଇ ଗିରଫ…

ଫୁଲବାଣୀ:ଏକ ମାମଲାର ରଫାଦଫା କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କୋଟଗଡ ଥାନା ଏଏସଆଇ ରଜନୀକାନ୍ତ ଦାସ।ସୂଚନା ଅନୁଯାୟୀ, ଜନୈକ ବ୍ୟକ୍ତି ଏବଂ ତାଙ୍କର କିଛି ସାଙ୍ଗମାନଙ୍କ ନାମରେ କୋଟଗଡ ଥାନାରେ ଏକ ମାମଲା…

ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ କୁନି ଛାତ୍ର : ଥାନାରେ ଏତଲା, ପ୍ରଧାନ ଶିକ୍ଷକ ଫେରାର…

ଫୁଲବାଣୀ : ସାଙ୍ଗ ସାଥି ମେଳରେ ରହି ଭଲ ପାଠ ପଢିବ ଓ ଯୋଗ ଶିକ୍ଷା ଗ୍ରହଣ କରିବ ତାପରେ ସ୍କୁଲରେ ନାମ ଲେଖାଯିବ ଏହି ଆଶା ନେଇ ବାପା ମାଁ ଏକ ଘରୋଇ ଆଶ୍ରମ ସ୍କୁଲରେ ଛାଡିଥିଲେ । ହେଲେ ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ ହୋଇ ଦିର୍ଘ ଦିନ ଧରି ହଷ୍ଟେଲ ମଧ୍ୟରେ ରଖାଯାଇଥିବା ଘଟଣା…

ଜନସେବା କେନ୍ଦ୍ର ପକ୍ଷରୁ ମା’ ପାଇଁ ଘଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଜନସେବା କେନ୍ଦ୍ର ପକ୍ଷରୁ ମା' ପାଇଁ ଘଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରତି ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ରର ପରିଚାଳକ ନିଜ ନିଜ କେନ୍ଦ୍ର ନିକଟରେ ଗୋଟିଏ ଗୋଟିଏ ଗଛ ଲଗେଇଛନ୍ତି । କନ୍ଧମାଳ ଜିଲ୍ଲା ଜନସେବା…

ନେସନାଲ ଟିଚର ଆୱ୍ବାର୍ଡ ପାଇଁ ଯୋଗ୍ୟ ବିବେଚିତ ହେଲେ ଡ: ଦ୍ବିତୀଚନ୍ଦ୍ର ସାହୁ…

ଭୁବନେଶ୍ୱର : ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶୀକ୍ଷକରାୟଗଡା ଜିଲ୍ଲା ପଦ୍ମପୁର ବିଜୟାନନ୍ଦ ହାଇସ୍କୁଲର ପୂର୍ବତନ ଛାତ୍ର, ସେଜଣେ ସୁ ସାହିତ୍ଯିକ ,ଗାଳ୍ପିକ ଡ: ଦ୍ବିତୀଚନ୍ଦ୍ର ସାହୁ ସର୍ବ ଭାରତୀୟ ନେସନାଲ ଶୀକ୍ଷକ ଆୱ୍ବାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଯାହାକୁ ନେଇ…

ବିଧାୟକ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବୀ ପତ୍ର…

ଅଡ଼ିଅ ଭାଇରଲ ରେ ବିଧାୟକ ଘାଇଲା…..! ଭୁବନେଶ୍ୱର: ୨୭-୮ ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଙ୍କ ଅଡ଼ିଅ ରେ ବଟି ମାଗିବା ଘଟଣା ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ତହସିଲଦାର ଙ୍କ ଜରିଆରର ଦାବୀ ପତ୍ର ପ୍ରେରଣ। ଗତ କିଛି ଦିନ ହେଲା ଆସିକା ବିଧାୟକ ଦୁଇଜଣ ବାଲି…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

ବାଲିଗୁଡା,୨୭/୦୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ ମହାସମାରୋହରେ ପାଳିତ ହୋଇ ଯାଇଛି l ଇତ୍ୟବସରରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଖଣ୍ଡ କାର୍ଯ୍ୟ ବାହ ଅନନ୍ତ ଦାଶ ଓ ବନବାସୀ କଲ୍ୟାଣ ଆଶ୍ରମର…

ଶିକ୍ଷା ନିକେତନରେ ଆନନ୍ଦ ଉଲ୍ଲାସର ସହ ନନ୍ଦୋତ୍ସବ ପାଳନ

ବାଲିଗୁଡ଼ା : ଜନ୍ମାଷ୍ଟମୀ ପରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ନନ୍ଦୋତ୍ସବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ଅନୁଷ୍ଠାନ ପକ୍ଷରୁ ପାଳନ ହୋଇଛି ନନ୍ଦୋତ୍ସବ । ଶିକ୍ଷା ନିକେତନର କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ…