କେବଳ ମନୋରଞ୍ଜନ ପାଇଁ ସାହିତ୍ୟ ସୃଷ୍ଟିହେବା ଅନୁଚିତ
କଟକ : କବୟିତ୍ରୀ ଲକ୍ଷ୍ମୀପ୍ରିୟା ମହାରଣାଙ୍କ କବିତା ପୁସ୍ତକ ‘ ଭାବର ବନ୍ଧନ’ ଉନ୍ମୋଚିତ ହୋଇଯାଇଛି | କଟକସ୍ଥିତ ଓସମି ସଭାଗୃହରେ ଅନୁଷ୍ଠିତ ଏକ ଭବ୍ୟ ସାରସ୍ବତ ସମାରୋହରେ ଅତିଥିମାନେ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ |
ଏହି ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ହରିହର ତ୍ରିପାଠୀଙ୍କ!-->!-->!-->…