ବିଜେପିର ସଦସ୍ୟ ଅଭିଯାନ କର୍ମଶାଳା ଓ କାର୍ଯ୍ୟକର୍ତ୍ତା ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଫୁଲବାଣୀ ଅମଲାପଡ଼ା ସ୍ଥିତ ସେନାପତି ରେସିଡେନ୍ସି ଠାରେ ସଦସ୍ୟତା ଅଭି ଯାନ କର୍ମଶାଳା ଏବଂ କାର୍ଯ୍ୟକର୍ତ୍ତା ବୈଠକ ଅନୁ ଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା। କେନ୍ଦ୍ରୀୟ ବିଜେପି ସମ୍ପାଦକ!-->…