ଢାକାର ପ୍ରାଚୀନ ମନ୍ଦିରକୁ ସୁରକ୍ଷା ଦେବାକୁ ଏକଜୁଟ ହେଲେ ହିନ୍ଦୁ-ମୁସଲମାନ
ଢାକା: ଶେଖ ହସିନାଙ୍କ ସରକାରର ପତନ ପରେ ବାଂଲାଦେଶରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଥିଲା। ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସହିତ ମନ୍ଦିର ଭଙ୍ଗାରୁଜା ହୋଇଥିଲା। କିନ୍ତୁ ସ୍ଥାନୀୟ ମୁସଲମାନମାନେ ଏବେ ମନ୍ଦିରଗୁଡିକର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେମାନେ ହିନ୍ଦୁମାନଙ୍କ!-->…