ଅଳିଆ ଆବର୍ଜନା ରେ ଟିପିସର ନାଳ : କୁତ୍ରିମ ବନ୍ୟା ଆଶଙ୍କା, ଆତଙ୍କିତ ଅବସ୍ଥାରେ ଅଞ୍ଚଳ ବାସୀ…!

ବ୍ରହ୍ମପୁର: ଆସିକା ସହର ର ଏକ ମାତ୍ର ଟିପିସର ନାଳ ଦେଇ ବର୍ଷା ଜଳ ନିଷ୍କାସନ ହୁଏ। ଲଗାଣ ବର୍ଷା ଯୋଗୁଁ ଆସିକା ଋଷିକୂଲ୍ୟା ନଦୀ ଗତ ଗୁରୁବାର ଦିନ ବିପଦ ସଙ୍କୁଳ ଅତିକ୍ରମ କରିଥିଲା।ଯାହା ଫଳରେ ଆସିକା ବାସୀଙ୍କ ହାର୍ଟବିଟ ବଢ଼ି ଯାଇଥିଲା। ଅଧିକାଂଶ କରି କଳିଙ୍ଗା ରୋଡ଼, ଲକ୍ଷ୍ମୀ ବଜାର ଓ

ଆସିକା ରେ କାଗଜ କଲମ ରେ ବନ୍ୟ ପ୍ରାଣୀ ସୁରକ୍ଷା ଚାଲିଛି.!ଶିକାରୀଙ୍କ କ୍ରୁର ଦୃଷ୍ଟିରେ ବନ୍ୟା ପ୍ରାଣୀ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବନାଞ୍ଚଳ ଏକ ପ୍ରମୁଖ ବନାଞ୍ଚଳ ରୂପେ ମାନ୍ୟତା ରହିଛି।ଶେରଗଡ଼,ବଡ଼qଗଡ଼, ସୋରଡ଼ା, ଗାଙ୍ଗପୁର, ବାଲିପଦର, ବୁଗୁଡ଼ା ହିଞ୍ଜିଳି ର ଚୋରା କାଠ ଆସିକା ଦେଇ ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି।ପୂର୍ବରୁ ଆସିକା ସହରର କେନ୍ଦ୍ର ସ୍ଥଳୀରେ ଆସିକା ବନାଞ୍ଚଳ

ତୁଟୁନି ସାର ସମସ୍ୟା କୁକୁଡ଼ାଖଣ୍ଡି କୃଷି ସମବାୟ ସମିତିରେ ପିଡିଆ ସାର ପାଇଁ କୃଷକ ମାନଙ୍କ ମଧ୍ୟରେ ଠେଲାପେଲା….!

ଚାଷୀଙ୍କୁ ସାର ଯୋଗାଇବା ରେ ସରକାର ବିଫଳ….!ବ୍ରହ୍ମପୁର:ସାରା ଗଞ୍ଜାମ ଜିଲ୍ଲାରେ ସାର ର ଅଭାବ ଦେଖା ଦେଇଛି। ଯେଉଁ ସମୟରେ ଚାଷୀମାନଙ୍କୁ ଚାଷ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ରହିବା କଥା ସେହି ସମୟରେ ସାର ପାଇଁ ଘଣ୍ଟା ଘଣ୍ଟା ଲାଇନ ରେ ଛିଡା ହେଲେବି ସାର ମିଳୁନାହିଁ। ଆଜି

ଆସନ୍ତା ୯ ରେ ଆଉ ଏକ ଲଘୁଚାପ, ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର : ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା

ଏସଆଇ ପରୀକ୍ଷା ଜାଲିଆତି: ସିଲିକନ ସିଇଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ବର: ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିବା ସଂସ୍ଥା ସିଲିକନ ଟେକ୍‌ ପ୍ରାଇଭେଟ ଲିମିଟେଡର ସିଇଓଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ। ସିଇଓ ସୁରେଶ ନାୟକଙ୍କୁ ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏହି ଘଟଣାରେ ପୁଲିସ ୧୧୭ ଜଣଙ୍କୁ ଗିରଫ

ଚୋରିଙ୍କ ଉପଦ୍ରବ ବଢ଼ିଲା, କୋଦଭାଟା ସାହିରେ ହେଲା ପୁଣି ଏକ ଚୋରୀ…

ଖୋଲାରେ ଖାଇ ମେଲାରେ ସୋଇଛି ପୋଲିସ..! ଉମରକୋଟ : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସଦରରେ ଦିନକୁ ଦିନ ବଢ଼ୁଥିବା ଚୋରିକାଣ୍ଡ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ପୋଲିସ ପ୍ରଶାସନର ସାମ୍ନାସାମ୍ନିରେ ଏମିତି ଘଟଣା ଘଟିଥିବାରୁ ଜନସାଧାରଣଙ୍କରେ ପୋଲିସର

ସୋନମ୍ ୱାଙ୍ଗଚୁକ୍ ଙ୍କୁ ଗିରଫ ବିରୁଦ୍ଧରେ ପ୍ରତିବାଦ : ସ୍ବର ଉତ୍ତୋଳନ କଲେ ବୁଦ୍ଧିଜୀବୀ

ବ୍ରହ୍ମପୁର : ବିଶିଷ୍ଟ ଶିକ୍ଷାବିତ୍, ପ୍ରକୃତିବାଦୀ, ଉଦ୍ଭାବନକାରୀ ଏବଂ ପରିବେଶ ରକ୍ଷକ ସୋନମ୍ ୱାଙ୍ଗଚୁକ୍ ଙ୍କୁ ଅଗଣତାନ୍ତ୍ରିକ ଭାବେ କେନ୍ଦ୍ର ସରକାରର ନିର୍ଦ୍ଦେଶ କ୍ରମେ ଗିରଫକୁ ବିରୋଧ କରିଛନ୍ତି ବିଭିନ୍ନ ଗଣ ସଙ୍ଗଠନ l ଆଜି ସହରର ବିଭିନ୍ନ ସଙ୍ଗଠନ ମାନଙ୍କ ନେତୃବୃନ୍ଦ ଓ

ବିଶ୍ଵ ମାନଚିତ୍ରରୁ ହଜିଯିବ ପାକିସ୍ତାନର ଚିହ୍ନବର୍ଣ୍ଣ : ସେନାମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତଠୁ ପରାଜିତ ହେବା ପରେ ବି ପାକିସ୍ତାନ ନିଜ ହରକତ ଛାଡ଼ିପାରୁନି। ଏବେ ଭାରତ ତରଫରୁ କଡ଼ା ଚେତାବନୀ ଦିଆଯାଇଛି। ଆତଙ୍କବାଦୀଙ୍କୁ ପାଳିପୋଷି ବଡ଼ କରୁଥିବା ପାକିସ୍ତାନକୁ ସେନା ମୁଖ୍ୟ ଉପେନ୍ଦ୍ର ଦ୍ଵିବେଦୀ ଚେତାଇ କହିଛନ୍ତି, ଯଦି ପାକିସ୍ତାନ ନିଜ

ମୋଟୁ ଠାରୁ ଆରମ୍ଭ ହେଲା କଂଗ୍ରେସ ପିସିସି ସଭାପତି ଭକ୍ତ ଦାସଙ୍କ “ଗାନ୍ଧୀ ପଥେ ଓଡିଶା” ପଦଯାତ୍ରା

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ମୋଟୁ ଠାରୁ ଆରମ୍ଭ ହେଲା ରାଜ୍ୟ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ "ଗାନ୍ଧୀ ପଥେ ଓଡିଶା" ପଦଯାତ୍ରା। ପ୍ରଥମେ ମୋଟୁ ସ୍ଥିତ ମୁଗି ପଏଣ୍ଟ ଠାରେ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଏକ ସାଧାରଣ ସଭାରେ

ବେସରକାରୀ ଜମିରେ ମନରେଗା କାମ

କୋଟପାଡ଼ : କୋରାପୁଟ ଜ଼ିଲ୍ଲା ସୀମାନ୍ତ ବ୍ଲକ କୋଟପାଡ଼ର ଆଭ୍ୟନ୍ତରୀଣ ଅଞ୍ଚଳରେ ହେଉ ଥିବା ମନରେଗା କାର୍ଯ୍ୟରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି l ଏଠାରେ ବେସରକାରୀ ଜମିରେ ଖେଳପଡ଼ିଆ ନିର୍ମିତ ହୋଇଥିବା ବେଳେ, କେଉଁ ପରିସ୍ଥିତିରେ ଏବଂ କାହା ସ୍ୱାର୍ଥରେ ଏଭଳି ଅନିୟମିତତା