କାନ୍ଥ ଭୁଶୁଡ଼ି ଦୁଇ ଶିଶୁ ସମେତ ତିନି ଜଣଙ୍କ ମୃତ୍ୟୁ
କର୍ଣ୍ଣାଟକ : କର୍ଣ୍ଣାଟକ ମାଙ୍ଗାଲୁରୁରେ ବଡ଼ ଦୁର୍ଘଟଣା । କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁ ସମେତ ତିନି ଜଣ ମୃତ୍ୟୁ । ଗାରୋଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭଡ଼ା ଘର ଉପରେ ଏକ କମ୍ପାଉଣ୍ଡ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି ।!-->…