ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ; ଚାଲିଗଲା ୧୦ ଜୀବନ

ପାଟନା : ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ଚାଲିଗଲା ୧୦ ଜଣଙ୍କ ଜୀବନ। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବିହାରର ମୁଜାଫରପୁର ଜିଲ୍ଲାର ପ୍ରସାଦ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା। ସକାଳ ୯:୩୦ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ…

ଦେବାଶିଷ ସାମନ୍ତରାୟ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ଗୁରୁବାର ପ୍ରାର୍ଥୀକୁ ଘୋଷଣା କରିଛି ବିଜେପି। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।…

ସାତକୋଶିଆରେ ନରହନ୍ତା ଦନ୍ତାକୁ ଛଡାଯିବା ପରେ ରେଞ୍ଜ ଅଫିସ ଘେରାଉ କଲେ ସ୍ଥାନୀୟ ଲୋକେ

ଠାକୁରମୁଣ୍ଡା:ଅନୁଗୁଳର ଦୁର୍ଦ୍ଧାନ୍ତ ନରହନ୍ତା ଦନ୍ତା ହାତୀକୁ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ଛଡାଯିବା ଖବର ପରେ ,ରେଞ୍ଜ ଅଫିସ ଘେରାଉ କଲେ ସ୍ଥାନୀୟ ଲୋକେ।ଅନୁଗୁଳ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ମଣିଷ ମରା ଦୁର୍ଦ୍ଧାନ୍ତ ଦନ୍ତା ହାତୀକୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ…

ହାତୀ ଆକ୍ରମଣରେ ଚାଷୀ ମୃତ, ଗ୍ରାମରେ ଚାପା ଉତ୍ତେଜନା

ଦେବଗଡ : ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଢେଇମରା ଗ୍ରାମ ଜଙ୍ଗଲରୁ ଆଜି ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ଚଢେଇମରା ଗ୍ରାମର ଚାଷୀ ପ୍ରଫୁଲ୍ଲ ବେହେରା (୫୫) ବୋଲି ଜଣାପଡିଛି। ହାତୀ ଆକ୍ରମଣରେ ପ୍ରଫୁଲ୍ଲଙ୍କ ମୃତ୍ୟୁ…

୧୦ରୁ ୧୨ ସୁଦ୍ଧା ଓଡ଼ିଶା ପହଞ୍ଚିବ ମୌସୁମି !

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍‌ ଏବଂ ତାମିଲନାଡୁର କିଛି ଅଞ୍ଚଳକୁ ଛୁଇଁବା ସମ୍ଭାବନା ରହିଛି। ଏନେଇ ବୁଧବାର ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବିଭାଗ ପକ୍ଷରୁ କୁହାଯାଇଛି, ମୌସୁମି ବାୟୁ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ…

ସ୍ୱାମୀର କୁରାଢ଼ୀ ମାଡ଼ରେ ସ୍ତ୍ରୀ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଧାଙ୍ଗିରିନାଚା ଗ୍ରାମରେ ସ୍ୱାମୀର କୁରାଢ଼ୀ ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି | ମିଲିଥିବା ପ୍ରାପ୍ତ ସୂଚନା ଅନୁଯାଇ ଧାଙ୍ଗିରିନାଚା ଗ୍ରାମର ବାସିନ୍ଦା କମଳ ଇନ୍ଦୱାର 30 ବର୍ଷ ତାଙ୍କ ସ୍ତ୍ରୀ ବାସନ୍ତୀ…

ଘର ପଛପଟୁ ମହିଳାଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ : ଘର ପଛପଟୁ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତକ ହେଲେ ନୟାଗଡ଼ ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁର ନିରୁପମା ସ୍ୱାଇଁ । ନିରୁପମା ଗୁଟୁଖା ଆଣିବାକୁ ଗତକାଲି ରାତିରେ ଗାଁ ଦୋକାନକୁ ଯାଇଥିଲେ। ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଆଜି ସକାଳୁ ଗାଁ…

କୁମ୍ଭୀର ସହ ଲଢି ଜୀବନ ବଞ୍ଚାଇଲେ କ୍ଷମାନିଧି

ରାଜନଗର: ନଦୀରେ ଗାଧୋଇବା ବେଳେ ଆକ୍ରମଣ କଲା କୁମ୍ଭୀର । କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ । ବନବିଭଗ ପକ୍ଷରୁ ନିର୍ମାଣ ବ୍ରାହ୍ମଣୀ ନଦୀରେ ହୋଇଥିବା ଗାଧୁଆ ତୁଠରେ କ୍ଷମାନିଧି ଗାଧୋଉଥିବା ବେଳେ ୨୫ ଫୁଟ…

ଅନୁପ୍ରବେଶ ରୋକିବା ଲାଗି କଡ଼ାକଡ଼ି ହେଲା ସମୁଦ୍ର ତଟ ସୁରକ୍ଷା

ଭୁବନେଶ୍ୱର : କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା । ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ବାଂଲାଦେଶୀଙ୍କ ଉପରେ ରହିଛି ପୋଲିସର ନଜର । ଅନୁପ୍ରବେଶ ରୋକିବା ଦିଗରେ କୋଷ୍ଟାଲ ସିକୁରିଟି ତଥା ତଟ ସୁରକ୍ଷା…

ଆସିକା ଠାରେ ଋଷିକୂଲ୍ୟା ବ୍ରାହ୍ମଣ ମହାସଂଘର ସାଧାରଣ ସଭା ଅନୁଷ୍ଠିତ !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଆଜି ଋଷିକୂଲ୍ୟା ବ୍ରାହ୍ମଣ ମହାସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଆସିକା ଲାଲାଶାସନସ୍ଥିତ ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଗଙ୍ଗାଧର ଶତପଥୀଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାସଂଘର ବହୁ ସଦସ୍ୟ ଓ କର୍ମକର୍ତ୍ତା…