ହାଜତ ମୃତ୍ୟୁ ଘଟଣା, ବଦଳିଲେ କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀ

ବ୍ରହ୍ମପୁର : ବଦଳିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀ । ଥାନାର ସମସ୍ତ ୨୩ ଜଣ ଷ୍ଟାଫ ଓ ବାଲିଛାଇ ଫାଣ୍ଡିର ୩ ଜଣ ଷ୍ଟାଫଙ୍କୁ ବଦଳି କରାଯାଇଛି । ଗଞ୍ଜାମ ଏସପି ହରିଶ ବିସି କର୍ମଚାରୀଙ୍କୁ ଅନ୍ୟ ଥାନାକୁ ବଦଳି କରିଛନ୍ତି । ସେହିପରି ଅନ୍ୟ ଥାନା ଗୁଡିକର…

ଏସଆଇଆର କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ବଡ଼ସାହି ବିଡିଓ

ମୟୁରଭଞ୍ଜ : ଏସଆଇଆର କାର୍ଯ୍ୟରେ ଅବହେଳା ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ କାର୍ଯ୍ୟରେ ଚରମ ଅବହେଳା କରିବା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସହକାରୀ…

ଦନ୍ତା ଆକ୍ରମଣରେ ଜଣେ ମୃତ

ସମ୍ବଲପୁର : ଦଳିଦେଲା ଦନ୍ତା, ଜଣେ ମୃତ । ସମ୍ବଲପୁର ଯୁଯୁମରା ବ୍ଲକ କୁମ୍ଭେର ଗାଁରେ ହାତୀ ଆତଙ୍କ ଦେଖା ଦେଇଛି । ମୃତକ ହେଲେ ଲବ ଭୋଇ । ଆଜି ଭୋରୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ହେଲା କୁମ୍ଭେର ଅଞ୍ଚଳରେ…

୭ ଦିନ ମଧ୍ୟରେ ସମାଧାନ ହେବ ଭତ୍ତା ସମସ୍ୟା, ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ଵର: ରାଜ୍ୟରେ ନୂଆ ସଫ୍ଟଓୟାର ଅପଡେଟ୍‌ ଯୋଗୁଁ ଅନଲାଇନ୍ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଗତ କିଛି ମାସ ଧରି ଟଙ୍କା ମିଳିବାରେ ସମସ୍ୟା ଦେଖାଦେଇଛି। ସରକାର ଏହି ସମସ୍ୟାର ସମାଧାନ କରୁଛନ୍ତି। ଆଉ ସାତ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ ହେବ। ଏଣିକି ସିଧାସଳଖ ହିତାଧିକାରୀଙ୍କ…

ହାଇୱା ପଛରେ ପିଟି ହେଲା ବାଇକ୍, ୨ ମୃତ

ବୌଦ୍ଧ : ହାଇୱା ପଛରେ ପିଟି ହୋଇଗଲା ବାଇକ୍, ୨ ମୃତ । ବୌଦ୍ଧ ପୁରୁଣାକଟକ ଥାନା କରଞ୍ଜକଟା ହାଟପଦା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଜଣେ ବିହାରର ଉପେନ୍ଦ୍ର ପାଲ ଓ ଅନ୍ୟ ଜଣେ ଅନୁଗୁଳ ଠାକୁରଗଡ଼ର ଦୁଷ୍ମନ୍ତ ଦେହୁରୀ। ଗତକାଲି ରାତିରେ ଦୁଇ ଜଣ ବାଇକରେ ଚାରିଛକରୁ…

ବାଲି ଘାଟରେ ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ

ସୁନ୍ଦରଗଡ଼: ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ କଲେ ବାଲି ମାଫିଆ । ସକାଳେ ସୁନ୍ଦରଗଡ଼ ଟାଉନ୍ ଥାନା ଅମଲିପାଲି ଇବ ନଦୀ ବାଲିଘାଟରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଖବର ପାଇଥିଲା ପୋଲିସ । କନିଷ୍ଠ ଖଣି ଅଧିକାରୀ ଓ ଟାଉନ ଥାନା ପୋଲିସ ବାଲି ଘାଟରେ ଚଢ଼ଉ କରିଥିଲେ। ୬ଟି ଗାଡ଼ିରେ ବୋଲି…

ଭତ୍ତା ପାଇଁ ବ୍ଲକ ଅଫିସ ସମ୍ମୁଖରେ ଧାରଣା

ଭୁବନେଶ୍ବର: ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା । ଭତ୍ତା ପାଇଁ ଚାତକ ଭଳି ଚାହିଁଛନ୍ତି ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ । ୨ରୁ ୪ ମାସ ହେଲା ଭତ୍ତା ମିଳିନଥିବାରୁ ନାନା ହଇରାଣ ହେଉଛନ୍ତି । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ୩୭ଟି…

ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ ଛତ୍ରପୁର ଗସ୍ତ

ଛତ୍ରପୁର : ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର…

ଦିଲ୍ଲୀରେ ପୁଣିଥରେ ଚମକିଲା ଗଞ୍ଜାମ : ଗଞ୍ଜାମ ଜିଲ୍ଲାକୁ ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର

ଗଞ୍ଜାମ ଜିଲ୍ଲା ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ, ମନ୍ଦାର ପଞ୍ଚାୟତ ଦ୍ୱିତୀୟ ସର୍ବଶ୍ରେଷ୍ଠ ସାମାଜିକ ସୁରକ୍ଷିତ ପଞ୍ଚାୟତ, ପୋଟଲାମପୁର ତୃତୀୟ ସର୍ବଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଛତ୍ରପୁର : ପୁଣିଥରେ ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା। ଜିଲ୍ଲାକୁ ମିଳିଛି ୩ଟି…

ଭତ୍ତା ପାଣ୍ଠିରୁ ୧୨.୩୦ ଲକ୍ଷ ହେରଫେର, ପିଇଓ ଗିରଫ

ହିଞ୍ଜିଳିକାଟୁ : ଗରିବ, ବୃଦ୍ଧ ଓ ଭିନ୍ନକ୍ଷମଙ୍କ ଭତ୍ତା ପାଇଁ ଆସିଥିବା ସରକାରୀ ଅର୍ଥରେ ବଡ଼ ଧରଣର ହେରଫେର ଅଭିଯୋଗ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ଭତ୍ତା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା…