ତୁରନ୍ତ ପଳାଅ…ବାଂଲାଦେଶୀଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଚେତାବନୀ

କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆକ୍ସନରେ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ସରକାର ରାଜ୍ୟର ସମସ୍ତ ଜିଲ୍ଲାଅଧିକାରୀଙ୍କୁ ଲିଖିତ ନିର୍ଦ୍ଦେଶ ଏବଂ ଗାଇଡଲାଇନ ଜାରି କରିଛନ୍ତି । ସମସ୍ତ ଜିଲ୍ଲାଅଧିକାରୀ ନିଜ ନିଜ ଅଞ୍ଚଳରେ ହେଲ୍ଡିଂ ସେଣ୍ଟ ନିର୍ମାଣ କରି ଉଚିତ ଜାଗା ବାଛିବା ଏବଂ…

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସୁପରିଚାଳନା ନେଇ ପ୍ରସ୍ତୁତି ବୈଠକ

ଛତ୍ରପୁର : ରାଜ୍ୟରେ ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏହି…

ପଶ୍ଚିମବଙ୍ଗରେ ଏବେ ୫ ଟଙ୍କାରେ ମିଳିବ ଭାତ-ମାଛ, ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକତା : ଓଡ଼ିଶା ଭଳି କୋଲକତାରେ ମିଳିବ ୫ ଟଙ୍କିଆ ମିଲ୍ । ହେଲେ ଭାତ ଡାଲମା ନୁହେଁ ବରଂ ଭାତ-ମାଛ ମିଳିବ । ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ରାଜ୍ୟର ଥିବା ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନରେ ୫ ଟଙ୍କାରେ ମାଛ-ଭାତ ଯୋଗାଇ ଦିଆଯିବ ବୋଲି…

କୂଅ ଖୋଳା ବେଳେ ମାଟି ଅତଡ଼ା ଧସି ୫ ଶ୍ରମିକ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ପନ୍ନା ଜିଲ୍ଲା ଅଜୟଗଢ ଥାନା ଅଞ୍ଚଳରେ ବଡ଼ ଅଘଟଣ । ଅଜୟଗଢ ଥାନା ଅନ୍ତର୍ଗତ ଗ୍ରାମ ବିହାରପୁରୱାରେ ନିର୍ମାଣାଧୀନ କୂଅ ଧସିବା ଯୋଗୁଁ ୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ସମସ୍ତ ଶ୍ରମିକ ଖୋଳା ହୋଇଥିବା କୂଅରୁ ବାଲି କାଢୁଥିଲେ । କିନ୍ତୁ ହଠାତ୍ ମାଟି…

ବସ୍ ଓଲଟି ୬ ମୃତ ଓ ୧୦ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଉନ୍ନାବ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦିଲ୍ଲୀରୁ ବିହାର ଯାଉଥିବା ଏକ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ଘଟଣା ଦେଖିବାକୁ ମିଳିଛି । ଏହି…

କ୍ୱାଡ୍ ବୈଠକରେ ସାମୁଦ୍ରିକ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଆଞ୍ଚଳିକ ସ୍ଥିରତା ଉପରେ ଗୁରୁତ୍ବାରୋପ

ନୂଆଦିଲ୍ଲୀ : ଜୟଶଙ୍କରଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ କ୍ୱାଡ୍ ବୈଠକ । ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଯୋଗ ଦେଇଥିଲେ । ସମସ୍ତ…

କାର୍-ଟ୍ରେଲର ଧକ୍କା: ୪ ମୃତ, ୩ ଗରୁତର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏକ ଇନୋଭା କାର୍ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା…

ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍, ହରମୁଜ୍ ପ୍ରଣାଳୀରେ ଉତ୍ତେଜନା

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍। ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ହରମୁଜ୍ ପ୍ରଣାଳୀରେ ଆତ୍ମରକ୍ଷା ପାଇଁ ଇରାନୀ ଘାଟି ଉପରେ ଆମେରିକାର ଆକ୍ରମଣ। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ଷ୍ଟ୍ରେଟ ଅଫ ହର୍ମୁଜ’ ରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି ।…

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୪ ରେଜଲ୍ଟ : ବୁବୁନ ସାହୁ ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OPSC) -୨୦୨୪ ପରୀକ୍ଷା ଫଳ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଶହ କୃତକାର୍ଯ୍ୟ ହୋଇଛନ୍ତି । ୨ ଶହ ମଧ୍ୟରୁ ୭୮ ଜଣ ମହିଳା କୃତକାର୍ଯ୍ୟ ହୋଇଛନ୍ତି । ବୁବୁନ ସାହୁ ହୋଇଛନ୍ତି ଟପ୍ପର । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶୋଭନା…

ମହାନଦୀରେ ଗାଧୋଇବା ବେଳେ ବୁଡି ଗଲେ ନାବାଳକ

କଟକ : ମହାନଦୀରେ ପୁଣି ଅଘଟଣ । କଟକ ଆୟତପୁର ନିକଟ ମହାନଦୀରେ ବୁଡି ଗଲେ ନାବାଳକ ।  4 ଜଣ ସାଙ୍ଗ ମହାନଦୀକୁ ଗାଧେଇବା ପାଇଁ ଆସିଥିଲେ ।  ଗାଧେଇବା ବେଳେ ଘଟିଲା ବଡ଼ ଅଘଟଣ ।  ଗରାମ ଗ୍ରାମର 14 ବର୍ଷର ନାବାଳକ ସୋମନାଥ ସେଠି ଗାଧୋଇବାବେଳେ ବୁଡି ଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରିବାକୁ…