ଓପିଏସସି ଆଶାୟୀ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ, ବୟସ ବଢ଼ିଲା ମାତ୍ର ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ନାହିଁ

ଭୁବନେଶ୍ୱର : ଓପିଏସସି ଆଶାୟୀ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ । ବୟସ ବଢ଼ାଇଲେ କିନ୍ତୁ ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ନାହିଁ l ଏହାକୁ ନେଇ ଓପିଏସସି ଆଶାୟୀ ପରୀକ୍ଷାର୍ଥୀମାନେ କ୍ଷୋଭ ପ୍ରକାଶ କରିଛନ୍ତି l ଏହି ନିୟମ ଅନୁଯାୟୀ ରାଜ୍ୟର…

୩୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ, ଘରେ ବଙ୍କର କରି ଲୁଚି ରହିଥିଲା

ଯାଜପୁର : ୩୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ । ପୋଲିସକୁ ଚକମା ଦେଇ ଘରେ ବଙ୍କର କରି ଲୁଚି ରହିଥିଲା । ଯାଜପୁର ଜିଲ୍ଲା କୁଆଖିଆ ଥାନା ନୂଆହାଟ ଗାଁରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ୧୯୯୪ ମସିହାର ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରବି ମଳିକଙ୍କୁ ପୋଲିସ…

ପ୍ରଧାନମନ୍ତ୍ରୀଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମିଳିଲା କି ଗ୍ରୀନ୍ ସିଗନାଲ ? କାଲି ପିଏମ, ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଭେଟଘାଟ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବଢିଲା ଚର୍ଚ୍ଚା।…

ଆତଙ୍କବାଦୀ ଲିଙ୍କ ମାମଲା: ଅବଦୁର ରହମାନ ନିର୍ଦ୍ଦୋଷରେ ଖଲାସ

କଟକ : ବହୁ ଚର୍ଚ୍ଚିତ ଅଲକାଏଦା ଆତଙ୍କବାଦୀ ଲିଙ୍କ ଘଟଣାରେ ୨୦୧୫ ମସିହାରେ ଗିରଫ ହୋଇଥିବା ଅବଦୁର ରହମାନଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ । କଟକ ଜିଲ୍ଲା ଦୌରା ଜଜ କୋର୍ଟ ଅବଦୁର ରହମାନ ମାମଲାର ୭୪ ପୃଷ୍ଠାର ରାୟ ଦେଇ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ରହମାନ ବିରୋଧରେ…

୧୨ ବର୍ଷ ସେବା ପରେ ଚାକିରିରୁ ଛଟେଇ, ଜିଲ୍ଲାପାଳଙ୍କୁ ଗୁହାରି କଲେ ଯୁବତୀ

କୋରାପୁଟ: ୧୨ ବର୍ଷ ସେବା କରିବା ପରେ ଚାକିରିରୁ ଛଟେଇ । ଅଭିଯୋଗ ଶିବିରରେ ଭାଙ୍ଗିପଡ଼ିଲେ ଅନାଥ ଯୁବତୀ । ସଙ୍ଗିତା କୁମାରୀ ମୁଦୁଲିଙ୍କ ଆଖିରୁ ଲୁହ ଶୁଖୁନି । ଯୁବତୀ ଜଣକ ଅଭିଯୋଗ ଶିବିରରେ କାନ୍ଦି କାନ୍ଦି ନ୍ୟାୟ ପାଇଁ ଗୁହାରି କରିଥିଲେ । ଆଖିରେ ଲୁହ ହାତରେ ଆବେଦନ ପତ୍ର ଆଉ…

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗରେ ବ୍ୟାପକ ବଦଳି ଆଦେଶ ଜାରୀ

ବାଲିଗୁଡା : ୨୬/୦୫ : ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ମୁଖ୍ୟ ଶିକ୍ଷକ ସ୍ତରର ଅଧିକାରୀ ମାନଙ୍କର ବ୍ୟାପକ ବଦଳି ଆଦେଶ ଜାରି କରାଯାଇଛି । ବିଭାଗର ନୋଟିଫିକେଶନ ନମ୍ବର ୧୩୨୩୮/ଏସଏମଇ, ତା.୨୫.୦୫.୨୦୨୬ ଅନୁଯାୟୀ…

ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବନ କଲେ ବଲାଙ୍ଗିର DFO ଅଜିତ ବିଶି । ଏହାସହ ବିଦ୍ୟୁତ ବିଭାଗର ଯନ୍ତ୍ରୀ ମହମ୍ମଦ ଯୁନେଦ, ଲାଇନମ୍ୟାନ୍ ଅଜିତ…

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲାରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଘଟିଛି। ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ନୂଆଗାଁ ଗ୍ରାମର ରାମଚନ୍ଦ୍ର ଦେହୁରୀଙ୍କ ଶ୍ରମଜୀବୀ ପୁଅ ବୁଦ୍ଧୁ ଦେହୁରୀ(୩୫) ପ୍ରାଣ ହରାଇଛନ୍ତି। ସେ ଗତକାଲି କାମକୁ ଯାଇ ଅପରାହ୍ନ ସାଢେ ୩ ଟା ସମୟରେ ବରବେଡାରୁ…

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଏକ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ତିନିଜଣ ବ୍ୟକ୍ତି ଉକ୍ତ ନାବାଳିକାଙ୍କୁ ନେଇ ଏକ ନଦୀ ପଠାରେ ଦୁଷ୍କର୍ମ କରିଥବା ଜଣାଯାଇଛି। ଗତକାଲିର ଏହି ଘଟଣା ନେଇ ଆଜି ଉକ୍ତ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ କଡା…

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର, ପୁଲିସ ଗୁଳିରେ ଦୁଇ ଅପରାଧୀ ଆହତ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ଜିଲାରେ ପୁଣି ଏନକାଉଣ୍ଟର ହୋଇଛି। ଏଥର ପୁଲିସ ଗୁଳିରେ ୨ ଜଣ ପୁରୁଣା ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲା ବରଗଡ଼ ଥାନା ନଉଗାଁର ରଞ୍ଜନ ମଲ୍ଲିକ(୨୭) ଓ ହିଞ୍ଜିଳିକାଟୁ ଥାନା ସିକିରୀ ପାଢ଼ୀ ସାହିର ସରୋଜ ପଣ୍ଡା(୩୫)। ପୁଲିସ…