ସର୍ଟ ସର୍କିଟରୁ ଜଳି ଗଲା ଧୂପ କାରଖାନା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭଦ୍ରକ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳି ଗଲା ଧୂପ କାରଖାନା । ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ କୁମ୍ଭାରିଆ ନିକଟରେ ସର୍ଟସର୍କିଟ ଯୋଗୁଁ ଧାନ ଓ ଚୂଡା ମିଲ ପରିସରରେ ଥିବା ଧୂପ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ!-->…