ବସ-ଟ୍ରକ୍ ମୁହାଁମୁହିଁ : ଜଣେ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ

ବ୍ରହ୍ମପୁର: ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଲିଡାବା ନିକଟରେ ଏପରି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ପୋଲସରାରୁ ପୁରୀ ଅଭିମୁଖେ…

୧୬ ଲକ୍ଷ ଟଙ୍କା ଲାଞ୍ଚ ନେଇ ସିବିଆଇ ଜାଲରେ CGST ସୁପରିଣ୍ଟେଣ୍ଡେଣ୍ଟ

ବାଲେଶ୍ଵର: ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି । ୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ମୁକ୍ତ କରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ ହଜାର…

ମେ’ ୧୦ ବା ୧୧ ବେଳକୁ ଲଘୁଚାପ !

ଭୁବନେଶ୍ୱର : ବାତ୍ୟା ଦ୍ବନ୍ଦ୍ବ ଭିତରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ମେ ୧୦ ବା ୧୧ ବେଳକୁ ହୋଇପାରେ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତ୍ତନରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ଏହି ଘୂର୍ଣ୍ଣିବଳୟ । ଏନେଇ ବିଶ୍ବ…

ବର୍ଷାଦିନେ ବନ୍ଦ ହେବ ଖୋଳାତଡା, ନମାନିଲେ ଦୁଇଗୁଣା ଜରିମାନା

ଭୁବନେଶ୍ୱର: ବର୍ଷା ଦିନ ଆସିଲେ ରାସ୍ତାରେ ପାଣି ଜମିବା ଆରମ୍ଭ ହୁଏ। ଏହାସାଙ୍ଗକୁ ରାସ୍ତା କିମ୍ବା ଡ୍ରେନ ଖୋଳତାଡ ଆରମ୍ଭ ହୋଇଯାଏ। ଏହାକୁ ନେଇ ବିଏମସି ପକ୍ଷକୁ ଏବେ ନୂଆ ନିୟମ ଜାରି କରାଯାଇଛି। ବର୍ଷା ଦିନେ ଖୋଳାତଡା ବନ୍ଦ ରହିବ। ଯଦି କୌଣସି ସଂସ୍ଥା ଏହାକୁ ଅଣଦେଖା କରନ୍ତି ତାହାଲେ…

ବୈଷ୍ଣୋଦେବି ମନ୍ଦିରରୁ ଚୋରି ଘଟଣା: ସପ୍ତାହ ପରେ ବି ପୁଲିସ ହାତ ଖାଲି

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ସ୍ଥିତ ପ୍ରସିଦ୍ଧ ବୈଷ୍ଣୋଦେବି ମନ୍ଦିରରୁ ଚୋରି ଘଟଣାକୁ ସପ୍ତାହେ ବିତିଯାଇଥିବା ବେଳେ ପୋଲିସ ହାତ ଖାଲି ରହିଛି ।ଗତ ମେ ମାସ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ରେ ଚୋରମାନେ ମନ୍ଦିରରୁ…

କୋରାପୁଟରେ ଜୁନ ୧ ତାରିଖରୁ ଧାନ ମଣ୍ଡି ଆରମ୍ଭ : ଜିଲ୍ଲାପାଳ

19296 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ I ଜିଲ୍ଲାରେ ଜୁନ ୧ ରୁ ଧାନ କିଣା କୋରାପୁଟ : କୋରାପୁଟ ଜିଲ୍ଲାରେ ଜୁନ ଏକ ତାରିଖରୁ ରବି ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ହୋଇଛି। ସ୍ଥାନୀୟ ସଦଭାବନା ସଭାଗୃହ ଠାରେ…

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ୯ରେ ଶପଥ ଗ୍ରହଣ

କଲକତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରି ଶୁଭେନ୍ଦୁ ଅଧିକାରୀଙ୍କୁ ସପକ୍ଷରେ ସମସ୍ତ ପ୍ରସ୍ତାବ ଗ୍ରହଣ କରିଛନ୍ତି। ବିଜେପି ଦଳ ବିଧାୟକ ଭାବେ ନିର୍ବାଚିତ ପରେ ଆଗାମୀ ୯ତାରିଖ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। …

“ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ” ଅନୁଷ୍ଠିତ

୫୫୫ ପୋଲିସ ଥାନାରେ ଅଂଶଗ୍ରହଣ କଲେ ୧୫,୦୦୦ରୁ ଅଧିକ କିଶୋର-କିଶୋରୀ ଭୁବନେଶ୍ଵର : ଆଜି ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ ପ୍ରୟାସରେ “ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର…

ଟିପିଏସ୍ଓଡିଏଲ୍ ତରଫରୁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ୮ହଜାର ୯୫୫ ସୌର ପ୍ୟାନେଲ ସ୍ଥାପନ

୪ହଜାର ୮୫୦ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ଶୂନ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୬ହଜାର ୨୧୪ ସୌର ପ୍ୟାନେଲ ସ୍ଥାପନ ୟୁଏଲ୍ଏ ମଡେଲ ଅଧୀନରେ ମୋଟ ୨ହଜାର ୭୪୧ ଉପଭୋକ୍ତା ୧କିଲୋୱାଟର ସୌର ପ୍ୟାନେଲ କରିଛନ୍ତି ସ୍ଥାପନ ବ୍ରହ୍ମପୁର, ମ‌ଇ ୨୦୨୬ : ଟିପି…

ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପଦ ହରାଇଲେ ଦିଦି

କଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଆରଏନ୍ ରବି ଗୁରୁବାର ରାଜ୍ୟ ବିଧାନସଭା ଭଙ୍ଗ କରିଛନ୍ତି। ଏହାଦ୍ବାରା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ଅନ୍ତ ହେବା ସହିତ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି। ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ…