ଓଡ଼ିଆ ପକ୍ଷ ଅବସରରେ ଜିଲ୍ଲାସ୍ତରୀୟ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜାମ ଲୋକକଳା, ଲୋକ ସଂଗୀତ ବଞ୍ଚାଇବାକୁ ହେଲେ ଉତ୍ତରପିଢ଼ି ସୃଷ୍ଟିକରିବାକୁ ପଡିବ
ଛତ୍ରପୁର : ଓଡ଼ିଆ ପକ୍ଷ ଅବସରରେ ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଲୋକକଳା ପାଇଁ ଦିନଟିଏ ଓ ପାରମ୍ପରିକ କଳାକାରମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ!-->!-->!-->…