ପୋଲ ତଳକୁ ଖସିଲା BMW, ୩ ମୃତ ଓ ଜଣେ ଗୁରୁତର
ମୁମ୍ବାଇ: ମୁମ୍ବାଇ କୋଷ୍ଟାଲ ରୋଡରେ ଭୟାବହ ଦୁର୍ଘଟଣା ଘଟିଛି । ବ୍ରିଜରୁ ଖସିଲା ଦ୍ରୁତଗାମୀ BMW । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସମ୍ପୂର୍ଣ୍ଣ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇରହିଛି । ସୂଚନାନୁଯାୟୀ, ପ୍ରାୟ ୫ଟା ୨୦ ମିନିଟ୍ ରେ ଲାଲା!-->…