ଲୁହା ପ୍ଲେଟ ବାଜି ଚାଲିଗଲା ମାଆ-ପୁଅଙ୍କ ଜୀବନ
ଭୁବନେଶ୍ୱର : ଏମିତି ବି ଆସେ ମୃତ୍ୟୁ । ଏକାସଙ୍ଗେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ । ଲୁହା ପ୍ଲେଟ ବାଜି ଆଖିବୁଜିଲେ ମାଆ ଓ ପୁଅ । ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ନୀଳଗିରି ଥାନା!-->…