ପରିବା ଓ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ୬୦ ଦୋକାନ

ନୂଆଦିଲ୍ଲୀ: ଫିରୋଜାବାଦର ଶିକୋହାବାଦ ସହରରେ ଥିବା ଏଗକ ପନିପରିବା ଏବଂ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୫୦ରୁ ୬୦ ଦୋକାନ ଜଳିପୋଡି ପାଉଁଶ ହେବା ସହିତ ଲକ୍ଷାଧିକ ଜିନିଷ ପୋଡି ଛାରଖାର ହୋଇଯାଇଛି । ବଜାରରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ମଧ୍ୟ ପୋଡି ନଷ୍ଟ ହୋଇଯାଇଛି।…

କଲକତା ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ଘରେ ଇଡି ରେଡ୍

କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲକତା ପୁଲିସ୍‌ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବାସଭବନରେ ଚଢାଉ କରିଛି। ଇଡି ଆଜି ସକାଳ ପ୍ରାୟ ୭ଟା ସମୟରେ ବାଲିଗଞ୍ଜର ଫର୍ଣ୍ଣ ରୋଡରେ ଥିବା ତାଙ୍କ ଘରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।…

ଧରାକୋଟ ବ୍ଲକ ନନ୍ଦୀ ଘୋର ଠାରେ ବେଆଇନ ବାଲି ଘାଟ ଉପରେ ଗାଁ ଲୋକଙ୍କ ଚଢ଼ାଉ ବାଲି ମାଫିଆ ଗାଁ ଲୋକେ ମୁହାଁମୁହିଁ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ନନ୍ଦୀଘୋର ଠାରେ ଥିବା ବେଆଇନ ବାଲି ଘାଟ ଉପରେ ଆଜି ସନ୍ଧ୍ୟାରେ ଗାଁ ଲୋକେ ମେଳି ବାନ୍ଧି ଚଢ଼ାଉ କରିଛନ୍ତି। ଗାଁ ଲୋକଙ୍କ ସହ ବାଲି ମାଫିଆ ମାନଙ୍କ ମୁହାଁ ମୁହିଁ ପରିସ୍ଥିତି ଉପୁଜିଛି। ପୋଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝା ସୁଝା…

ସର୍ଜରୀ ପରେ ପୱନ କଲ୍ୟାଣଙ୍କ ସହ କଥା ହୋଇ ସ୍ବାସ୍ଥାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହାଇଦ୍ରାବାଦର ଜୁବଲି ହିଲ୍ସ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ସର୍ଜରୀ କରାଯାଇଛି । ଆଉ ଆଗାମୀ ୧୦ ଦିନ ଯାଏଁ ତାଙ୍କୁ ବିଶ୍ରାମ…

ଝାଡ଼ଗ୍ରାମରେ ରାସ୍ତାକଡ଼ ଦୋକାନରୁ ଝାଲମୁଢି ଖାଇଲେ ପ୍ରଧାନମନ୍ତ୍ରୀ

କଲକତା: ଝାଡ଼ଗ୍ରାମରେ ଝାଲମୁଢି ଖାଇଲେ ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗରେ ମାରାଥନ ନିର୍ବାଚନ ପ୍ରଚାର ବେଳେ ଜଙ୍ଗଲମହଲର ଏକ ରାସ୍ତାକଡ଼ ଦୋକାନରୁ ଝାଲମୁଢି କିଣି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଝାଡଗ୍ରାମରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ହେଲିପ୍ୟାଡକୁ ଫେରିବା ବେଳେ,…

ଟିଏମସିକୁ ମୋଦୀଙ୍କ ଟାର୍ଗେଟ, ମହିଳା ସଂରକ୍ଷଣ ବିଲ୍ ପାସ୍ ନ ହେବା ପାଇଁ କଂଗ୍ରେସ ସହ ମିଶି କରିଥଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ନିର୍ବାଚନୀ ଲଢ଼େଇ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ ଟିଏମସି ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ର “ନିର୍ଦ୍ଦୟ ସରକାର” ବିରୁଦ୍ଧରେ ଲୋକଙ୍କ କ୍ରୋଧ ତୀବ୍ର ହେବାରେ ହେଉଛି। ବିଜେପି ମହିଳା ସଶକ୍ତିକରଣ,…

ତାମିଲନାଡୁରେ ବାଣ ବିସ୍ଫୋରଣ: ୧୬ ମୃତ, ଅନେକ ଗୁରୁତର

ତାମିଲନାଡୁ : ତାମିଲନାଡୁ ବିରୁଧନଗର ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି । କାରଖାନା ଭିତରେ ଅନେକ କର୍ମଚାରୀ ଫସିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା…

ଶ୍ରୀନଗର ଏୟାରପୋର୍ଟରୁ ୨ ଆମେରିକୀୟ ନାଗରିକଙ୍କୁ ଗିରଫ କଲା ପୋଲିସ, ସାଟେଲାଇଟ୍ ଫୋନ୍ ଜବତ

ଜମ୍ମୁ କଶ୍ମୀର : ଶ୍ରୀନଗର ଏୟାରପୋର୍ଟରୁ ୨ ଜଣ ଆମେରିକୀୟ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଜିନିଷ ଯାଞ୍ଚ ବେଳେ ସାଟେଲାଇଟ ଫୋନ ମିଳିଛି । ଏୟାରପୋର୍ଟ ସିକ୍ୟୁରିଟି ପ୍ରଥମେ ପଚରାଉଚରା କରିବା ପରେ ପୋଲିସକୁ ହସ୍ତାନ୍ତର କରିଛି । ସେମାନେ ଆମେରିକାର ମାଣ୍ଟାନା…

ପୁଷ୍କର ଘାଟିରେ ୧୫୦ ଫୁଟ ତଳକୁ ଖସିଲା ବସ୍: ୨ ମୃତ, ୧୨ରୁ ଅଧିକ ଆହତ

ଆଜମେର : ରାଜସ୍ଥାନ ଆଜମେର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜମେର ଜିଲ୍ଲା ସ୍ଥିତ ପ୍ରସିଦ୍ଧ ତୀର୍ଥ ସ୍ଥଳ ପୁଷ୍କର ପାହାଡରୁ ଅନିୟନ୍ତ୍ରିତ ହୋଇ ଖସିଲା ବସ୍ । ଫଳରେ ଦୁଇ ଜଣକ ଜୀବନ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଇଟାଲୀରେ ୨ ଭାରତୀୟଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଇଟାଲୀରେ ୨ ଜଣ ଭାରତୀୟଙ୍କୁ ହତ୍ୟା । ଇଟାଲୀର ବେରଗାମୋ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ବୈଶାଖୀ ପର୍ବ ପାଇଁ ଗୁରୁଦ୍ୱାରରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । …