ଦୁଇ ଦିନିଆ ‘ରାଜଧାନୀ ମହୋତ୍ସବ’, ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର
ଭୁବନେଶ୍ବର: ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ଏହି ଅବସରରେ ସହରରେ ଦୁଇ ଦିନିଆ ‘ରାଜଧାନୀ ମହୋତ୍ସବ’ ଆରମ୍ଭ ହୋଇଛି । ଆଜି ସକାଳୁ!-->…