ରାମଲୀଳାବେଳେ ବିଦ୍ୟୁତ ତାର ଲାଗି ଚାଲିଗଲା ନାବାଳକର ଜୀବନ

ବ୍ରହ୍ମଗିରି : ରାମଲୀଳା ଚାଲିଥିବାବେଳେ ଅଘଟଣ। ବିଦ୍ୟୁତ ତାର ଲାଗି ଚାଲିଗଲା ନାବାଳକର ଜୀବନ। ହନୁମାନ ଅଭିନୟ କରୁଥିବା କଳାକାରଙ୍କୁ ଦେଖି ଦୌଡ଼ିବା ବେଳେ ଅଘଟଣ ଘଟିଛି। ମୁକୁଳା ଟ୍ରାନ୍ସଫର୍ମର ଉପରେ ନାବାଳକଙ୍କ ଜୀବନ ଯାଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁରରେ…

ଦେହରେ ନିଆଁ ଲଗାଇ ଜୀବନ ହାରିଲେ ପିଜି ଛାତ୍ରୀ

ଗଜପତି : ନିଜକୁ ଜାଳିଦେଲେ ପିଜି ଛାତ୍ରୀ । ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଖଞ୍ଜାସାହି ନୂଆବସ୍ତିରେ ଚାଞ୍ଚଲ୍ୟ । ଛାତ୍ରୀ ଜଣକ ମାନସିକ ଚାପରୁ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ହେଲେ ଶୁଭ୍ରା…

ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ମେରାଇନ ଅଫିସର

ଭୁବନେଶ୍ୱର : ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ମେରାଇନ ଅଫିସର । ଭୁବନେଶ୍ୱରରେ ପହଞ୍ଚିଲେ ଅଶୋକ ଦୀକ୍ଷିତ। ଷ୍ଟ୍ରେଟ ଅଫହର୍ମୁଜ ଠାରେ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ ଅଶୋକ । ଭାରତୀୟ ନୌସେନାର କଡା ସୁରକ୍ଷା ବଳୟ ମଧ୍ୟରେ ସେ ଭାରତକୁ ଫେରିଛନ୍ତି । ନିଜ ଜନ୍ମ ମାଟିରେ…

ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଆୟୋଜିତ

ଓଡିଶାକୁ ନେଇ ବରପୁତ୍ରମାନେ ଦେଖିଥିବା ସ୍ବପ୍ନ ସାକାର କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ: ଗଞ୍ଜାମ ଜିଲ୍ଲାପାଳ ଛତ୍ରପୁର : ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ…

ରଥ ଖଳା ସୁରକ୍ଷା ପାଇଁ ଲାଗିବ ୧୨ଟି କ୍ୟାମେରା

ପୁରୀ: ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା ରହିଥିବାବେଳେ ରଥାନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥର ରଥ ଖଳାରେ ଲାଗିବ ସିସିଟିଭି କ୍ୟାମେରା । ୧୨ଟି ସିସିଟିଭି କ୍ୟାମେରା ଜଗିବେ ସମ୍ପୂର୍ଣ୍ଣ ରଥ ଖଳାକୁ । ରଥ ଖଳାର ସୁରକ୍ଷାକୁ ଫୋକସରେ ରଖି ଏହି ଭଳି ନିଷ୍ପତ୍ତି ନିଆଯାଇଛି । ତେବେ PTZ…

ବେଲଘର ବନାଞ୍ଚଳ ରେ ପୁଣି ହାତୀ ଆତଙ୍କ : ଯୁବକଙ୍କୁ କଚାଡି ଫିଙ୍ଗିଲା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୂନସ୍ତ ବେଲଘର ବନାଞ୍ଚଳର ଝିରିପାଣି ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣି ଦେଖୁବାକୁ ମିଳିଛି ଗଜରାଜ ଙ୍କ ଆତଙ୍କ । ଘଟଣାରୁ ପ୍ରକାଶ ଯେ, ମେରଦୀକୂପା ଗ୍ରାମର ଜଣେ ବ୍ୟକ୍ତି ତରୁଣ ପାତ୍ର (୩୭) ଶନିବାର ଏକ ବ୍ୟକ୍ତିଗତ କାର୍ଯ୍ୟ ରେ…

ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୬ ଜଣ

ନୟାଗଡ଼: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସିଜିନ-୩ର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ…

କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଦୀର୍ଘ ୫ମାସ ହେଲା ବି.ଇ.ଓ. ପଦବୀ ଖାଲି ପଡିଛି l ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ପ୍ରକାଶ ଯେ, ଗତ ୫ ମାସ ହେଲା…

ରେଶମ ସହର ମହୋତ୍ସବରେ ପ୍ରଗତି ଓ ସଂସ୍କୃତିର ମହାମିଳନ: ଗଞ୍ଜାମ ଜିଲ୍ଲାକୁ ଅଗ୍ରଣୀ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ବ୍ରହ୍ମପୁର : ରେଶମ ସହର ବ୍ରହ୍ମପୁରଠାରେ ଆୟୋଜିତ 'ରେଶମ ସହର ମହୋତ୍ସବ' ସହିତ 'ସୁଭଦ୍ରା ଶକ୍ତି' ଓ 'ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା'ର ଷଷ୍ଠ ସନ୍ଧ୍ୟା ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ପ୍ରଗତି, ସ୍ୱଦେଶୀ ଜ୍ଞାନକୌଶଳ ଏବଂ…

ବଙ୍ଗରେ ନିର୍ବାଚନ ତାତି ; ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡି ରେଡ୍

କୋଲକତା: ଶନିବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦଳ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ଚଢ଼ାଉ କରିଛି। ସେବା ଆୟୋଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଚଢାଉ କରିଥିବା ସୂଚନା ରହିଛି। ପଶ୍ଚିମବଙ୍ଗରେ ସ୍କୁଲ ସେବା…