ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଭୁବନେଶ୍ୱରରୁ ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଯୁବକ ଗିରଫ । ମହମ୍ମଦ ଇମ୍ରାନକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ । ୟୁନିଟ୍ ୬ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଇମ୍ରାନକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି…

ହିଟୱେଭ୍‌ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଏପ୍ରିଲ୍ ଦ୍ୱିତୀୟ ସପ୍ତାହ ଆରମ୍ଭ ହେବା ସହିତ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି। ସୂର୍ଯ୍ୟ ଏବେ ଉତ୍ତର ଭାରତରେ ସିଧାସଳଖ ଉପର ମୁଣ୍ଡରେ ଅଛି ଏବଂ ଅପରାହ୍ନର ଗରମ ଲୋକଙ୍କୁ ଜ୍ୱଳାଉଛନ୍ତି। ଅଜିଠୁ କଲବଲ କରିବ ତାତି। ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳିରେ ସନ୍ତୁଳି…

ବାଲିଗୁଡାରେ ଦଣ୍ଡ ଯାତ୍ରା ଯୋଗୁଁ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶ : ଢୋଲରେ ଦୁଲୁକୁଛି ଓ ଝୂଣାରେ ମହକୁଛି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ଚଳିତ ମାସ ୧ତାରିଖ ଠାରୁ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡ ଯାତ୍ରା, ଏହି ପରିପ୍ରେକ୍ଷୀରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେବା ସହ ଚତୁର୍ଦ୍ଦିଗ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ଯ ପକ୍ଷରେ ପ୍ରତ୍ଯେକ ଦିନ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡା : ପ୍ରଥମ ଥର ନିମନ୍ତେ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ଚୟନ ହୋଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ପରିସରରେ +୨ ବିଜ୍ଞାନ,ବାଣିଜ୍ଯ ବିଭାଗର ଅନଲାଇନ ମୂଲ୍ଯାୟନ କେନ୍ଦ୍ର ହୋଇଥିବା ବେଳେ ଗତ ତିନି ବର୍ଷ ହେବ ଅଫଲାଇନ ରେ +୨ କଳା…

ବ୍ରହ୍ମପୁରରେ ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ବ୍ରହ୍ମପୁର : ବିଗତ ୫ ଦିନ ବ୍ୟାପୀ ବ୍ରହ୍ମପୁର ସହରର ରେଶମ ସହର ମହୋତ୍ସବରେ ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଛି। ଏହି ମେଳାର ଷ୍ଟଲ ଗୁଡ଼ିକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବ୍ରହ୍ମପୁର ବିଧାୟକ କେ…

ଗ୍ରୀନ ମେମୋରୀ କ୍ୟାମ୍ପେନ : ଭାବନାରୁ ଜନଆନ୍ଦୋଳନ, ଜାତୀୟ ମଞ୍ଚରେ ପ୍ରତିଧ୍ୱନି ଜାତୀୟସ୍ତରୀୟ ଫୋରମରେ ପ୍ରଦର୍ଶିତ…

ସୁନ୍ଦରଗଡ : “ଗ୍ରୀନ ମେମୋରୀ କ୍ୟାମ୍ପେନ” - ମଣିଷ ସମାଜକୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରିବାର ଏକ ଅଭିନବ ପରମ୍ପରା। ବ୍ୟକ୍ତିଗତ ସ୍ତରରେ ହେଉ ବା ଗୋଷ୍ଠୀଗତ ସ୍ତରରେ ବିଭିନ୍ନ ସ୍ମରଣୀୟ ଦିବସ ଯଥା- ଜନ୍ମଦିନ, ବିବାହ ବାର୍ଷିକୀ, ନୂତନ ଗୃହ ଆରମ୍ଭ, ନୂତନ ଯାନ ବାହନ କ୍ରୟ, ବିଭିନ୍ନ…

ନିସର୍ତ୍ତ ର ପ୍ରଭାବ ଶେଷେର ଲଣ୍ଡାଜୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବିତ…..!

ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ପ୍ରଶାସନ ପଦକ୍ଷେପ ନେଲା…..!ମଧ୍ୟାନ୍ନ ଭୋଜନ ଚଳୁ ଅଭିଯୋଗ…..!ବ୍ରହ୍ମପୁର: ଆସିକା ଶିକ୍ଷା ବିଭାଗ ଅଧିନ ରେ ଥିବା ଲଣ୍ଡାଜୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁମନ ବାଡ଼ତ୍ୟା ଙ୍କୁ ଗୁରୁତର ଅର୍ଥ ନୈତିକ ଅନିୟମିତ କୁ ନେଇ ନିଲମ୍ବିତ…

ମୁଖ୍ୟମନ୍ତ୍ରୀ ଟ୍ରଫି ଟୁର୍ନାମେଣ୍ଟ ଉଦଘାଟିତ

ବ୍ରହ୍ମପୁର : ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆଜି ମୁଖ୍ୟମନ୍ତ୍ରୀ ଟ୍ରଫି ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ମୁଖ୍ୟଅତିଥି ଓ ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ସସ୍ୟ ରେଡ୍ଡି, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ…

ରେଶମ ସହର ମହୋତ୍ସବର ପଞ୍ଚମ ସନ୍ଧ୍ୟା : ସରକାରଙ୍କ ବିକଶିତ ଓଡିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣରେ କଳା ଓ ସଂସ୍କୃତି…

ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ : ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରା ପରବର୍ତ୍ତୀ ପିଢ଼ିଙ୍କୁ ବ୍ରହ୍ମପୁର ପାଟ ପ୍ରତି ଆକର୍ଷିତ କରିବାକୁ ହେଲେ ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି : ମେୟର ବ୍ରହ୍ମପୁର : ରେଶମ ସହର ମହୋତ୍ସବ ତା ସହିତ ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ…

ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ମାଙ୍କୁ ଟିଏମସିର କିଛି କର୍ମୀ ହଇରାଣ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ। ଯାହାର ଏକ ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ…