ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ, ବୁର୍ଜ ଖଲିଫା ନିକଟରେ ଖସିଲା ମିସାଇଲ୍ ଅଂଶ
ଦୁବାଇ : ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ । ଆକାଶରୁ ଖସାଇ ଦିଆଗଲା ଶତ୍ରୁପକ୍ଷର ଡ୍ରୋନ୍ । ଶକ୍ତିଶାଳୀ ବିସ୍ଫୋରଣରେ ଥରିଲା ଦୁବାଇ । ବୁର୍ଜ ଖଲିଫା ନିକଟରେ ଖସିଲା ମିସାଇଲ୍ ଅଂଶ । ଦୁବାଇର ମଧ୍ୟଭାଗରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ଶୁଣିବାକୁ ମିଳିଛି ।
ମଧ୍ୟପ୍ରାଚ୍ୟରେ ଜାରି!-->!-->!-->…