ଛତ୍ରପତି ହତ୍ୟା ମାମଲା: ଦୋଷମୁକ୍ତ ହେଲେ ଗୁରମିତ ରାମ ରହିମ
ନୂଆଦିଲ୍ଲୀ : ପ୍ରମାଣ ଅଭାବରୁ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ଦାୟର ହୋଇଥିବା ଅପିଲକୁ ସ୍ବୀକାର କରି ଦୋଷମୁକ୍ତ କରିଛନ୍ତି ।!-->…