ସାଙ୍ଗର ସ୍ତ୍ରୀକୁ ପାଇବା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ୪୦ ହଜାର ଟଙ୍କାରେ ହୋଇଥିଲା ହତ୍ୟା ଡିଲ
ମାଲକାନଗିରି, ୧୭।୨ ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଏମଭି ୧୬ ଗାଁ ସ୍ଥିତ କେନ୍ଦୁ ପତ୍ର ଗୋଦାମ ପାର୍ଶ୍ଵରୁ ଉତ୍ତମ ବିଶ୍ବାସ ନାମକ ଯୁବକର ମୃତଦେହ ଉଦ୍ଧାର ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳନ କରିଛି ପୋଲିସ। ପୋଲିସ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ,!-->!-->!-->…