ମେଟ୍ରୋ ପିଲର ଭୁଶୁଡ଼ିବା ମାମଲାରେ ୫ ଗିରଫ

ନୂଆଦିଲ୍ଲୀ: ମୁଲୁଣ୍ଡ ମେଟ୍ରୋ ପିଲର ଭୁଶୁଡ଼ିବା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଅପରାହ୍ନରେ ମୁମ୍ବଇର ମୁଲୁଣ୍ଡରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି ପଡ଼ି ଏକ ଚଳନ୍ତା ଅଟୋରିକ୍ସା ଉପରେ ପଡିଥିଲା। ଫଳରେ ଅଟୋଟି ଚାପି ହୋଇ ଜଣେ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ…

ପପୁଲୁରରେ କୋଣ୍ଡାରେଡି ସମ୍ପ୍ରଦାୟ ପକ୍ଷରୁ ବିଶାଳ ଜନସମାବେଶ, ଆଦିବାସୀ ମାନ୍ୟତାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପପଲୁର ଠାରେ କୋଣ୍ଡାରେଡି ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ସମବେଶ ଅନୁଷ୍ଠିତ ହୋଇଯାଇଛି। କୋଣ୍ଡାରେଡି ସମାଜର ସଭାପତି ରାମା ରାଓଙ୍କ ଅଧକ୍ଷତାରେ ଆୟଅଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ବଳଭଦ୍ର ମାଝି,…

ଶସ୍ତା ହେଲା ସୁନା ଓ ରୂପା!

ନୂଆଦିଲ୍ଲୀ: ଯଦି ଆପଣ ସୁନା ଏବଂ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଖୁସି ଖବର ହୋଇପାରେ। ଗୋଟିଏ ଦିନରେ ରୂପା ମୂଲ୍ୟ ପ୍ରାୟ ୧୭,୦୦୦ ଟଙ୍କା ପ୍ରତି କିଲୋଗ୍ରାମ ହ୍ରାସ ପାଇଛି। ସୁନା ମଧ୍ୟ ପ୍ରାୟ ୩,୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି। ରିପୋର୍ଟ…

ତାରିକ ରହମାନଙ୍କୁ ଫୁଲ ଓ ମିଠା ପଠାଇ ଶୁଭେଚ୍ଛା ଜଣାଇଲେ ମମତା ବାନାର୍ଜୀ

ଢାକା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେଶର ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ତାରିକ ରହମାନଙ୍କୁ ଫୁଲ ଏବଂ ମିଠା ପଠାଇଛନ୍ତି । ତାରିକ ରହମାନ୍ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ଏବଂ ତାଙ୍କ ଦଳ ସାମ୍ପ୍ରତିକ ନିର୍ବାଚନରେ ବହୁମତ ହାସଲ କରିଛି ।…

ବସକୁ ପିଟିଲା ଟ୍ରକ, ୫ ମୃତ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଜିନ୍ଦର ଫ୍ଲାଏଓଭର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ଏକ ଦ୍ରୁତଗତିରେ ଆସୁଥିବା କାର୍ ଅନିୟନ୍ତ୍ରିତ ହୋଇ ରୋଡ୍ ଡିଭାଇଡର ସହିତ ଧକ୍କା ହୋଇ ସାମ୍ନାରୁ ଆସୁଥିବା କର୍ଣ୍ଣାଟକ ଷ୍ଟେଟ ରୋଡ…

ଏପ୍ରିଲ ୨୨ରେ ଖୋଲିବ ବାବା କେଦାରନାଥଙ୍କ କପାଟ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସ୍ଥିତ ପ୍ରସିଦ୍ଧ କେଦାନରନାଥ ମନ୍ଦିର କପାଟ ଆସନ୍ତା ଏପ୍ରିଲ ୨୨ରେ ବୃଷ ଲଗ୍ନରେ ଖୋଲିବ । ଏହାର ଘୋଷଣା ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ବର ମନ୍ଦିରରେ ବିଧିବିଧାନ ସହିତ ହୋଇଛି । ଘୋଷଣା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିର…

୬ ଦିନ ପରେ ନିଖୋଜ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଆମେରିକା : ଫେବୃଆରୀ ୯ ତାରିଖରୁ ଆମେରିକାରେ ନିଖୋଜ ଥିବା ୨୨ ବର୍ଷୀୟ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ଯାହାର ସୂଚନା ସାନ ଫ୍ରାନ୍ସିସ୍କୋର ଭାରତୀୟ କନସୁଲେଟ୍ ଦେଇଛି । କର୍ଣ୍ଣାଟକର ଟୁମାକୁରୁ ଜିଲ୍ଲାର ବାସିନ୍ଦା ସାକେତ ଶ୍ରୀନିବାସୈୟା…

ତାରିକ ରେହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେନି ନରେନ୍ଦ୍ର ମୋଦୀ !

ନୂଆଦିଲ୍ଲୀ: ବାଂଲାଦେଶରେ ବିଏନପି ବିପୁଳ ସଂଖ୍ୟାଗରିଷ୍ଠତା ସହିତ ବିଜୟୀ ହୋଇଛି। ତାରିକ ରେହମାନ ଫେବୃଆରୀ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ୧୩ ଟି ଦେଶର ନେତାଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ପୂର୍ବରୁ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ

ଭୁବନେଶ୍ବର :ଏକାମ୍ରକ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ଉଠିଛି ମହାଦୀପ। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଉଠିଛି । ପୂର୍ବରୁ ରାତି ୧୦ଟା ବେଳେ ମହାଦୀପ ଉଠିବା ପାଇଁ ସମୟ…

ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ

କଟକ : ଚାଲିଗଲେ ଆଉ ଜଣେ ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ । କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେହିଠାରେ ଆଜି ସନ୍ଧ୍ୟା ୬.୧୮ ମିନିଟରେ ତାଙ୍କର…