୩ ମହିଳାଙ୍କୁ ଦଳିଦେଲା ଦନ୍ତା
ଢେଙ୍କାନାଳ : ଦଳିଦେଲା ଦନ୍ତା ୩ ମହିଳା ମୃତ । ଢେଙ୍କାନାଳ ସଦର ରେଞ୍ଜ କାଇମାଟି ଲୁଚାପଲି ଗାଁରେ ହାତୀ ଆକ୍ରମଣରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୬ ଜଣ ମହିଳା କାଠ ସଂଗ୍ରହ!-->…