ରାଜସୁନାଖଳା ପରିବାମାର୍କେଟଠାରେ ଘଟିଛି ସିରିଜ ଦୁର୍ଘଟଣା
ନୟାଗଡ଼,୧/୦୨(ନିସର୍ତ୍ତ) : ଘନ କୁହୁଡି ଜନ ଜୀବନକୁ ଅସ୍ତଵ୍ୟସ୍ତ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଗାଡ଼ି କୁ ଗାଡ଼ି ଧକା ହେଇ ଅନେକ ଧନ ଜୀବନ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି। ଘନ କୁହୁଡି ଯୋଗୁଁ ରାଜସୁନାଖଳା ଦୂର୍ଗା ବଜାର ସ୍ଥିତ ପରିବା ମାର୍କେଟ ଠାରେ ଏକ ସିରିଜ ଦୁର୍ଘଟଣା ଘଟିଛି।!-->…