ଗଣତନ୍ତ୍ର ପାଇଁ ବିପଦ ଗାନ୍ଧୀ ପରିବାର: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନୂତନ ବିଜେପି ସଭାପତି ନୀତିନ ନବୀନଙ୍କ “ରାଜଭିଷେକ” ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ କଂଗ୍ରେସ ଦଳକୁ ସିଧାସଳଖ ଟାର୍ଗେଟ କରିଥିଲେ। ସେ କଂଗ୍ରେସ ଉପରେ ଉତ୍ତର-ପୂର୍ବକୁ ଅଣଦେଖା କରିବା ଏବଂ ଅନୁପ୍ରବେଶକାରୀଙ୍କୁ ସମର୍ଥନ କରିବା ଅଭିଯୋଗ କରିଥିଲେ। ଗାନ୍ଧୀ ପରିବାର…

ଚୀନରେ କ୍ରମଶଃ ହ୍ରାସ ପାଉଛି ଜନସଂଖ୍ୟା; ୨୦୨୫ରେ କମିଛି ୧୭ ପ୍ରତିଶତ ଜନ୍ମହାର

ବେଜିଂ: ଏକଦା ବିଶ୍ବର ଜନବହୁଳ ରାଷ୍ଟ୍ରଭାବେ ମାନ୍ୟତାଲାଭ କରିଥିବା ଚୀନ୍‌ରେ ଜନସଂଖ୍ୟା କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ୨୦୨୫ରେ ଚୀନରେ ଜନ୍ମହାର ୧୭ ପ୍ରତିଶତ ହ୍ରାସ ପାଇଥିବାବେଳେ ମୋଟ ଜନସଂଖ୍ୟା ୧୪୦.୪ କୋଟି ରହିଥିବା ପ୍ରକାଶ। ଏଭଳି ସ୍ଥିତି ଚୀନ ସରକାରଙ୍କୁ ଚିନ୍ତାରେ…

ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ

ନୂଆଦିଲ୍ଲୀ : ନୀତିନ ନବୀନ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗୃହମନ୍ତ୍ରଣାଳୟ ତରଫରୁ ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ସୁରକ୍ଷା ତାଙ୍କୁ ଅଧ୍ୟକ୍ଷ ହେବା ପୂର୍ବରୁ ମିଳିଛି । ନୀତିନ ନବୀନଙ୍କ ସୁରକ୍ଷା ଦାୟିତ୍ବ ଏବେ…

ଅନ୍ତଜିଲ୍ଲା ଚୋରା ବାଇକ ଏରୋଗଲା ଲୁଟେରା ଗ୍ୟାଙ୍କ କୋଟିନଡ଼ା ପୋଲିସ ଦ୍ୱାରା ଗିରଫ ୨୨ ବାଇକ ଜବତ….!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା କୋଟିନଡ଼ା ପୋଲିସ କୁ ବଡ଼ ସଫଳତା ମିଳିଛି। ଏକ ଏରୋଗଲା ଗ୍ୟାଙ୍ଗ କୁ କାବୁ କରି ସେମାନଙ୍କ ନିକଟରୁ ୨୨ ଟି ଚୋରା ମୋଟର ସାଇକେଲ ଜବତ କରିବା ସହ ଆସିକା ଅଞ୍ଚଳର ୪ ଜଣ ଏରୋଗଲା ସମ୍ପ୍ରଦାୟର ଯୁବକ ମାନଙ୍କୁ ଗିରଫ କରାଯାଇଛି। ଆସିକା ଅଞ୍ଚଳରେ ଚୋରା ମୋଟର…

ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନୀତିନ ନବୀନ

ନୂଆଦିଲ୍ଲୀ : ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ବିଜେପିର ଦ୍ବାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ଘୋଷଣା ପରେ ଦଳୀୟ ମୁଖ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ…

ମହିଳାଙ୍କ ସହ ଅଶ୍ଳୀଳ ଭିଡିଓ ଭାଇରାଲ; କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓ ସସପେଣ୍ଡ

କର୍ଣ୍ଣାଟକ: କର୍ଣ୍ଣାଟକ ଡିଜିପି ତଥା ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକାରୀ ଓ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ସାମ୍ନାକୁ ଆସିବା ପରେ…

ପାକିସ୍ତାନର ଏକ ମଲରେ ଅଗ୍ନିକାଣ୍ଡ; ୨୬ ମୃତ, ୮୧ ନିଖୋଜ

ପାକିସ୍ତାନ : ପାକିସ୍ତାନର କରାଚୀର ଗୁଲ୍ ପ୍ଲାଜା ମଲ୍‌ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮୧ ଜଣ ନିଖୋଜ ରହିଛନ୍ତି । ବର୍ତ୍ତମାନ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଏବେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି…

ନବୀନ ନିବାସରେ ବିଜେଡିର ବଡ ବୈଠକ

ଭୁବନେଶ୍ୱର: ବିଜେଡିରେ ପୁଣି ହଲଚଲ । କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ ଦୁଇ ଜଣ ସିଟିଂ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଦଳରେ କମ୍ପନ ସୃଷ୍ଟି…

ଏଆଇ ଜରିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିର ବିକୃତ ରିଲ୍ସ ପ୍ରଘଟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବିକୃତ କରି ଜଣେ ବ୍ୟକ୍ତି ଚିତ୍ର ପ୍ରଦର୍ଶିତ କରିଥିବା ଘଟଣା ସାମ୍ନାକୁ ଆସିଛି। ଜାଲା ଭିସଭରାଜ ସିଂ ନାମକ ଏହି ବ୍ୟକ୍ତି ସାମାଜିକ ନିଜ ଗଣମାଧ୍ୟମ ଆଇଡିରେ ଏହା ପୋଷ୍ଟ କରିଛି। ଏନେଇ…

କାର ଦୁର୍ଘଟଣାରେ ୨ ମୃତ

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ତେଲିବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ତେଲିବନ୍ଧ ଛକ ନିକଟରେ ଆଜି ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ…