ଅନ୍ତଜିଲ୍ଲା ଚୋରା ବାଇକ ଏରୋଗଲା ଲୁଟେରା ଗ୍ୟାଙ୍କ କୋଟିନଡ଼ା ପୋଲିସ ଦ୍ୱାରା ଗିରଫ ୨୨ ବାଇକ ଜବତ….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା କୋଟିନଡ଼ା ପୋଲିସ କୁ ବଡ଼ ସଫଳତା ମିଳିଛି। ଏକ ଏରୋଗଲା ଗ୍ୟାଙ୍ଗ କୁ କାବୁ କରି ସେମାନଙ୍କ ନିକଟରୁ ୨୨ ଟି ଚୋରା ମୋଟର ସାଇକେଲ ଜବତ କରିବା ସହ ଆସିକା ଅଞ୍ଚଳର ୪ ଜଣ ଏରୋଗଲା ସମ୍ପ୍ରଦାୟର ଯୁବକ ମାନଙ୍କୁ ଗିରଫ କରାଯାଇଛି। ଆସିକା ଅଞ୍ଚଳରେ ଚୋରା ମୋଟର!-->…