ବ୍ରହ୍ମାକୁମାରିସ, ଶାନ୍ତିକୁଣ୍ଡରେ ପବିତ୍ର ରକ୍ଷାବନ୍ଧନ ପର୍ବ ପାଳିତ
ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ଼ ପ୍ରାଙ୍ଗଣରେ ଆଜି ଆଧ୍ୟାତ୍ମିକ ପର୍ବ - ପବିତ୍ର ରକ୍ଷାବନ୍ଧନ ମହାସମାରୋହରେ ପାଳିତ ହୋଇଅଛି। ଏଥିରେ ଆଲୋଚ୍ୟ ବିଷୟ ଥିଲା - "ଭ୍ରାତୃଭାବର ସ୍ମୃତି ସ୍ୱରୂପ ପର୍ବ - ରକ୍ଷାବନ୍ଧନ"। ବ୍ରହ୍ମପୁର!-->…