ଧାନ କିଣା ଶୁଭାରମ୍ଭକୁ ବିତିଗଲା ଦୁଇ ସପ୍ତାହ : ହୋଇପାରିନି ମିଲର ସଂଯୋଗୀକରଣ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୯ ତାରିଖରେ ଜିଲ୍ଲା ସ୍ତରୀୟ ଧାନ କିଣା ଶୁଭାରମ୍ଭ ହୋଇଛି ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇପାରିନାହିଁ ।ଏଯାଏଁ କେଉଁ ପାକ୍ସ ରେ କେଉଁ ମିଲର ଧାନ କିଣିବେ ତାହା ସ୍ପଷ୍ଟ ହୋଇପାରିନାହିଁ।ମିଲର ସଂଯୋଗୀ କରଣ ଶେଷ ହୋଇନଥିବା ବେଳେ!-->…