ଖଡ୍ଗ ନଦୀରେ ଓଲଟିଲା ଡ଼ଙ୍ଗା, ଶ୍ବଶୁର-ବୋହୂ ନିଖୋଜ, ୬ ଉଦ୍ଧାର

ବାଲିଗୁଡା : ବାଲିଗୁଡା ଥାନା ସଲାଗୁଡା ପଂଚାୟତର ଡାକା ଗାଁ ଖଡ୍ଗ ନଦୀରେ ଅଘଟଣ । ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା । ପ୍ରଖର ସ୍ରୋତରେ ଭାସିଗଲେ ୮ ଜଣ ଯାତ୍ରୀ । ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ନିଖୋଜ ଦୁଇ ଜଣ…

ରାସୁଲଗଡ଼ ଛକରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର

ଭୁବନେଶ୍ବର: ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର । ଭୁବନେଶ୍ବର ରସୁଲଗଡ଼ କୋଚିଲେଇ ହାଟରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ନିଆଁରେ ପୋଡ଼ି ହୋଇ ଯାଇଛନ୍ତି ସେଲୁନ କର୍ମଚାରୀ ମଙ୍ଗୁ ଡାକୁଆ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ AIIMS…

ଜ୍ବାଇଁର କଟୁରୀ ଚୋଟରେ ଶ୍ବଶୁର ମୃତ

କୁଚିଣ୍ଡା: ସମାଧାନ କରିବାକୁ ଆସିଲେ ବଳି ପଡିଲେ । ଜ୍ବାଇଁର କଟୁରୀ ଚୋଟରେ ଶ୍ବଶୁର ମୃତ । ଝିଅ ଜ୍ୱାଇଁଙ୍କ ମଧ୍ୟରେ ଲାଗିଥିବା ପାରିବାରିକ କଳହର ସମାଧାନ କରିବାକୁ ଆସି ହତ୍ୟାକାଣ୍ଡର ଶିକାର ହେଲେ ଶ୍ୱଶୁର । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା…

୭ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ପାଇଁ ୧୦୦% ଚେଷ୍ଟା କରୁଥିବା କହିଲେ

ଭୁବନେଶ୍ୱର : ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୬୦ ପୃଷ୍ଠାରେ ୭ ବର୍ଷର କାର୍ଯ୍ୟ ବିବରଣୀ ଦେଇଛନ୍ତି ଭୁବନେଶ୍ବର ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଭୁବନେଶ୍ୱର ପାଇଁ…

ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରେଜୁ ନିକଟସ୍ଥ କ୍ରାଣ୍ଡିମାସ୍କାଠାରେ ଏକ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ସମେତ ୨ ଗୋରୁଙ୍କର ମୃତ୍ୟୁ ଘଟିଛି। ଧକ୍କା କରିଥିବା ଗାଡ଼ିର ପତ୍ତା ଏଯାଏଁ ମିଳିପାରିନାହିଁ। ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ…

ଜେଲ୍ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ

ସୋର: ବଲେଶ୍ବର ଜିଲ୍ଲା ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ମରଣାନ୍ତକ ଆକ୍ରମଣ । ଡିଉଟି ସାରି ଘରକୁ ଫେରୁଥିବା ବେଳେ ସୋର ବ୍ଲକର ମାଣତ୍ରୀ ଛକ ବଳିବାଡ଼ ନିକଟରେ ମାରଣାସ୍ତ୍ରରେ ହାଣିଲେ ୩ ଦୁର୍ବୁତ୍ତ । ଦୁର୍ବୃତ୍ତମାନେ ଏକ ବାଇକରେ ଆସି ସୁରେନ୍ଦ୍ରଙ୍କ ଗୋଡ଼, ହାତ,…

ପୁଲିସ ଗାଡ଼ି ଭାଙ୍ଗି ଚମ୍ପଟ ମାରିଲେ ଡକାୟତ ଦଳ

ଜୟପୁର : କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଏକ ବଡ଼ଧରଣର ଅପରାଧିକ ଷଡ଼ଯନ୍ତ୍ରକୁ ପୁଲିସ ପଣ୍ଡ କରିଛି। କୌଣସି ସିନେମାର ଦୃଶ୍ୟ ଭଳି ଗତକାଲି ବିଳମ୍ବିତ ରାତିରେ ଡକାୟତ ଦଳ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଛି। କିନ୍ତୁ ଅନ୍ଧାରର ସୁଯୋଗ ନେଇ ଡକାୟତମାନେ ପୁଲିସ ଗାଡ଼ି ଭାଙ୍ଗି…

ଯୁବକଙ୍କୁ ପଥରରେ ଛେଚି ହତ୍ୟା

ପୁରୀ : ପୁରୀରେ ପୁଣି ହତ୍ୟା । ଜଗନ୍ନାଥ ବଲ୍ଲଭ ଭିତରେ ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ବଲ୍ଲଭ ଭିତରେ ଥିବା ଵେଣ୍ଟ ପୋଖରୀ ନିକଟରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ହତ୍ୟା କରାଯାଇଛି । ୨ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ ହୋଇଛି । ଜଣେ…

ଡାକ୍ତରଖାନାରୁ ଖସି ପଳାଇଲା ବିଚାରାଧୀନ କଏଦୀ

ସୁନ୍ଦରଗଡ଼: ମଙ୍ଗଳବାର ରାତିରେ ଏକ ହତ୍ୟା ମାମଲାରେ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀ ସୁନ୍ଦରଗଡ଼ର ଏକ ହସ୍ପିଟାଲରୁ ଖସି ପଳାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଚିକିତ୍ସା ପାଇଁ ସେଠାକୁ ନିଆଯାଉଥିବା ସମୟରେ ସେ ଶୌଚାଳୟ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ।ସୁନ୍ଦରଗଡ଼ ଜିଲ୍ଲାର ସଦର…

ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଇଦ-ମିଲାଦୁନ୍ ନବୀ ଆସିକା ରେ ପାଳିତ…

ଆସିକା: ଆଜି ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଭାବେ ଇଦ୍-ମିଲା ଦୁନ୍ ନବୀ ଧୁମଧାମ ରେ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇଯାଇଛି। ଜିଲ୍ଲାର ଆସିକା ସହର ରେ ଇଦ-ମିଲାଦୁନ୍ ନବୀ ଅବସରରେ ସହର ପରିକ୍ରମା କରିବା ସହ ମହାପୁରୁଷ ମହମ୍ମଦ ଜୀବନୀ ଉପରେ ଚର୍ଚ୍ଚା କରାଯାଇ ଥିଲା। ଆସିକା ଜାମିଆ…