ବେକରେ ଓଢ଼ଣା ଲଗାଇ ଆତ୍ମହତ୍ୟା କଲେ ନାବାଳିକା
ପଡିଆ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୧୧୭ ଗ୍ରାମରେ ଜଣେ ନାବାଳିକା ବେଳରେ ଓଢ଼ଣା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୁଚନା ଅନୁଯାୟୀ ସୋମବାର ସକାଳ ପ୍ରାୟ ୯ ଟା ବେଳେ ନାବାଳିକା ଜଣଙ୍କ ସ୍କୁଲକୁ ଯିବାକୁ ବାରଣ କରିବା ସହ ଘରେ ଏକାକୀ!-->…