Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା, ପ୍ରଥମ ଥର ଲାଗି ହେବ ଗ୍ରୀନ କରିଡର
କଟକ: ନଭେମ୍ବର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ । ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ସେନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନି । ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ!-->…
‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଉଚ୍ଛେଦ କଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟ ସରକାର ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’କୁ ଭଙ୍ଗ କରିବେ। ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ପରିଚାଳିତ ଓଡ଼ିଶା ସରକାର ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତ୍ତି ଅନୁସାରେ ବିଜେଡିର ଶାସନ କାଳରେ ଗଠିତ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’କୁ ବିଜେପି ସରକାର ସମ୍ପୂର୍ଣ୍ଣ!-->…
ନୂଆଖାଇ ପାଇଁ ୯ ତାରିଖ ଦିନ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର: କୃଷି ଭିତ୍ତିକ ପର୍ବ ‘ନୂଆଖାଇ’ ପାଇଁ ସେପ୍ଟେମ୍ବର ୯ ତାରିଖ ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ଓଡିଶା ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଏହି ବିଜ୍ଞପ୍ତି ଅନୁଯାୟୀ, ନୁଆଖାଇ ପର୍ବ ପାଇଁ ସୋମବାର ଦିନ!-->!-->!-->…
ବାର୍ଡ-ଫ୍ଲୁ ନେଇ ତିନି ଜଣିଆ କେନ୍ଦ୍ରୀୟ ଟିମ୍ଙ୍କ ତନାଘନା
ପୁରୀ ଜିଲ୍ଲାରେ ଚିନ୍ତା ବଢ଼ାଇଛି ବାର୍ଡ-ଫ୍ଲୁ। ନିମାପଡ଼ା ବ୍ଲକ ଅନ୍ତର୍ଗତ କୋଠକୁସାଙ୍ଗ ବାର୍ଡ-ଫ୍ଲୁ ଚିହ୍ନଟ ହେବାପରେ ଆଜି ଅପରାହ୍ନରେ କୋଠକୁସାଙ୍ଗ ବ୍ରଏଲର ଫାର୍ମରେ ଭାରତ ସରକାରଙ୍କ ତରଫରୁ ତିନି ଜଣିଆ ପ୍ରାଣୀରୋଗ ବିଶେଷଜ୍ଞ ପହଞ୍ଚି ଏକ କିଲୋମିଟର ଭିତରେ ଥିବା ଫାର୍ମଗୁଡ଼ିକରେ!-->…
ସୁଭଦ୍ରା କଲ୍ ସେଣ୍ଟର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ବର: ଭୁବନେଶ୍ବରରେ ସୁଭଦ୍ରା କଲ୍ ସେଣ୍ଟର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓସିଏସି ଠାରେ ଉଦଘାଟିତ ହେଲା ସୁଭଦ୍ରା କଲ ସେଣ୍ଟର । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସର୍ବସାଧାରଣ ନିଜର ସୁବିଧା ବିଷୟରେ ପଚାରିବାକୁ ଏହି କଲ!-->…
ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା; ନିଲମ୍ବିତ ହେଲେ ନିଶାଡି ଶିକ୍ଷକ
ଯାଜପୁର: ଶିକ୍ଷକ ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା । ଅଭିଯୁକ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଲା ଏପରି କାରନାମା । ମାତାଲ୍ ଅବସ୍ଥାରେ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ନିଲମ୍ବିତ ହେଲେ ନିଶାଡି ଶିକ୍ଷକ ।
ଖବର ମୁତୀବକ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶିକ୍ଷା!-->!-->!-->…
ସମୁଦ୍ର କୂଳରେ ମରିକି ପଡିଛନ୍ତି ହଜାର ହଜାର ବ୍ଲୋ ବଟନ ଜେଲିଫିଶ
ପୁରୀ : ସମୁଦ୍ର ଭିତରେ ବଡ ହଲଚଲ ସୃଷ୍ଟି ହୋଇଛି । ପୁରୀଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୁଳର ଦେବୀ ମୁହାଣ ଠାରୁ କେଳୁଣୀ ଆଉ ଚନ୍ଦ୍ରଭାଗା ମୁହାଣ ଇଲାକାରେ ସମୁଦ୍ର କୂଳରେ ହଜାର ହଜାର ପରିମାଣରେ ବ୍ଲୋ ବଟନ ଜେଲିଫିଶ ମରିକି ପଡିଛନ୍ତି । ଗତକିଛି ଦିନ ହେବ ଏହି ବିରଳ!-->…
ଲୁହା ପଥର ଖଣିରେ ଖୋଳତାଡ କରୁଛି ସିବିଆଇ
କୋଇଡା: ଲୁହାପଥର ଖଣିରେ ଖୋଳତାଡ କରୁଛି ସିବିଆଇ। ଲୁହା ପଥରର ମାନ ବଦଳାଇବାରୁ ଶହ ଶହ କୋଟି ରାଜସ୍ବ କ୍ଷତି ହେବା ପରେ ବରସୁଆଁ ଲୁହାପଥର ଖଣିରେ ଚଢ଼ାଉ ଜାରି ରଖିଛି ସିବିଆଇ। ସେଠିକା ସେଲ୍ ଅଧିକାରୀଙ୍କୁ ଡାକି ପଚରାଉଚରା ଜାରିରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଟେନସା ସ୍ଥିତ ଆର୍.!-->!-->!-->…
କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେଡି-ବିଜେପି କଥା କଟାକଟି
ଭୁବନେଶ୍ୱର: କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ଗୃହରେ ବିଜେଡି-ବିଜେପି କଥା କଟାକଟି l କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିଲେ ବିଜେଡି ବିଧାୟକ l କାହିଁକି କେନ୍ଦ୍ର ପୁରସ୍କାର ବନ୍ଦ କଲା ବୋଲି ପଚାରିଲେ ୨ ବିଜେଡି ବିଧାୟକ l ଏହାର ଉତ୍ତରରେ ନିଜ ପୁରସ୍କାର କଥା ପ୍ରଥମେ ଚିନ୍ତା!-->…
ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି କରାଯିବାକୁ ନେଇ ନିଷ୍ପତ୍ତି
ପୁରୀ: ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଜୁଲାଇ ୧୪ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଭିତର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଯ ଗୃହରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାରକୁ!-->…