Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଉ ବର୍ଷେ ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା
ଭୁବନେଶ୍ବର: ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା । କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର । ଏହାର ସମୟ ସୀମା ଚଳିତ ମାସ ୩୧ ତାରିଖ ପର୍ଯ୍ୟୱନ୍ତ ଥିବାବେଳେ ଏଠାକୁ ଆଉ ଏକ ବର୍ଷ ପର୍ଯ୍ୟନ୍ତ ବଢାଇ!-->…
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ଶୃଙ୍ଖଳିତ ଦର୍ଶନ ଉପରେ ବୈଠକରେ ଆଲୋଚନା । ପରମ୍ପରା ଓ ସେବା ମଧ୍ୟରେ ବାଧା ନ ଉପୁଜିଲେ ଦର୍ଶନ ଶୃଙ୍ଖଳିତ ହେବ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ।ପରିଚାଳନା କମିଟିର ବୈଠକ ଶେଷ । ଦୀର୍ଘ!-->…
‘ସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ’
ଭୁବନେଶ୍ୱର: ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ବିଜୁ ଜନତା ଦଳର ଆଦର୍ଶ । ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳଗତ ୨୭ ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି । ଛାତ୍ର, ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ!-->…
ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ
କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ବଡ ଅଘଟଣ ଘଟିଛି । ମାତୃ ଓ ଶିଶୁ ବିଭାଗ SNCUରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଥିବା ସନ୍ଦେହ କରାଯାଉଛି । ଏଥିରେ ଅନେକ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗ ଓ ହସ୍ପିଟାଲ!-->…
ବିଜେଡି ସରକାରଙ୍କର ‘ନୂଆ ଓ’ରେ ପଡିଲା ପୂର୍ଣ୍ଣଚ୍ଛେଦ
ଭୁବନେଶ୍ବର: ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ । ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର ।
ଶୁକ୍ରବାର ପୂର୍ବ ସରକାରଙ୍କ ‘ନୂଆ ଓ’ ତଥା ନୂତନ ଉନ୍ନତି ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ବନ୍ଦ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଣିକି ନୂଆ ସରକାର ପିଜି ଓ!-->!-->!-->…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୩୬ ଘଣ୍ଟାରେ ନେବ ଅବପାତର ରୂପ
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା । ଏହା ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ । !-->…
ପୁଣି ସଂଶୋଧନ ହେବ ବିଶ୍ବବିଦ୍ୟାଳୟ ଆଇନ, ଫେରିବ ସିନେଟ୍
ଭୁବନେଶ୍ବର: ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍ । ଗୃହରେ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ହେବ । ପୁରୁଣା!-->!-->!-->…
ଗୁଣ୍ଡିଚା ମନ୍ଦିର ରୋଷ ଘରର ଉଚ୍ଚତା ହେବ ବୃଦ୍ଧି, ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ
ପୁରୀ : ଗୁଣ୍ଡିଚା ମନ୍ଦିର ରୋଷ ଘରର ଉଚ୍ଚତା ବୃଦ୍ଧି କରାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି । ରୋଷଘର ଉଚ୍ଚତା ବୃଦ୍ଧି ସହ ଆନୁସଙ୍ଗିକ ସମସ୍ତ ସୁବିଧା କରାଯିବ। ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି ପୁରୀ!-->…
ହୀରାକୁଦ ଖୋଲିଲା ଆଉ ୪ ଗେଟ୍
ସମ୍ବଲପୁର : ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆହୁରି ୪ଟି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବର୍ତ୍ତମାନ ମୋଟ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ କରୁଛି ହୀରାକୁଦ । ତେବେ ମୋଟ ୬ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଚାଲିଛି ।!-->…
ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସ ଦେଖି ଶିଖିଲେ ଡକାୟତି, କୌଶଳକ୍ରମେ ଚୋରଙ୍କୁ କାବୁ କଲା ପୋଲିସ
ସୋସିଆଲ ମିଡିଆ ସାହାଯ୍ୟରେ ଲୋକମାନେ ବହୁତ କିଛି ନୂଆ ନୂଆ ଜିନିଷ ଶିଖୁଛନ୍ତି । କିଏ ରୋଷେଇ କରିବା ଶିଖୁଛି ତ କିଏ ସୋସିଆଲ ମିଡିଆରୁ ପାଠ ପଢୁଛି । କିନ୍ତୁ ଏବେ ସୋସିଆଲ ମିଡିଆର ଅପ ବ୍ୟବହାର ହେଉଛି । କିଛି ଯୁବ ପିଢ଼ି ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସ ଦେଖି ଡକାୟତି ଶିଖୁଛନ୍ତି । ଏକଥା!-->…