Browsing Category

ଓଡିଶା

ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ କୁନି ଛାତ୍ର : ଥାନାରେ ଏତଲା, ପ୍ରଧାନ ଶିକ୍ଷକ ଫେରାର…

ଫୁଲବାଣୀ : ସାଙ୍ଗ ସାଥି ମେଳରେ ରହି ଭଲ ପାଠ ପଢିବ ଓ ଯୋଗ ଶିକ୍ଷା ଗ୍ରହଣ କରିବ ତାପରେ ସ୍କୁଲରେ ନାମ ଲେଖାଯିବ ଏହି ଆଶା ନେଇ ବାପା ମାଁ ଏକ ଘରୋଇ ଆଶ୍ରମ ସ୍କୁଲରେ ଛାଡିଥିଲେ । ହେଲେ ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ ହୋଇ ଦିର୍ଘ ଦିନ ଧରି ହଷ୍ଟେଲ ମଧ୍ୟରେ ରଖାଯାଇଥିବା ଘଟଣା

ବିଧାୟକ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବୀ ପତ୍ର…

ଅଡ଼ିଅ ଭାଇରଲ ରେ ବିଧାୟକ ଘାଇଲା…..! ଭୁବନେଶ୍ୱର: ୨୭-୮ ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଙ୍କ ଅଡ଼ିଅ ରେ ବଟି ମାଗିବା ଘଟଣା ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ତହସିଲଦାର ଙ୍କ ଜରିଆରର ଦାବୀ ପତ୍ର ପ୍ରେରଣ। ଗତ କିଛି ଦିନ ହେଲା ଆସିକା ବିଧାୟକ ଦୁଇଜଣ ବାଲି

ଆଇନ ସେବାପ୍ରାଧୀକରଣ ପକ୍ଷରୁ ପାରା ଲିଗାଲ ସ୍ଵେଚ୍ଛାସେବୀ ତାଲିମ ଶିବିର ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଳା ଆଇନ ସେବା ପ୍ରାଧୀକରଣ ଫୁଲବାଣୀ ପକ୍ଷରୁ କୋର୍ଟ ପରିସର ମଧ୍ୟରେ ଥିବା ଲିଗାଲ ସେଲ ଦ୍ୱାରା ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଡାଳିମ ଶିବିରକୁ ଏସଡ଼ି ଯେ ଏମ ର ମାନ୍ୟବର ଜିଲ୍ଲା ଦୌରାଜଜ୍ ବିଚାରପତି ତଥା ଆଇନସେବା ପ୍ରାଧିକରଣ ଅଧ୍ଯକ୍ଷ ସତ୍ୟପୀର ମିଶ୍ର ଙ୍କ

ବିଧାନସଭାରେ ସଂରକ୍ଷଣ ତାତି

ଭୁବନେଶ୍ବର: ବିଧାନସଭାରେ ସଂରକ୍ଷଣ ତାତି। ଓବିସି ସଂରକ୍ଷଣ ଓ ଜାତିଭିତ୍ତିକ ଜନଗଣନା ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ସଂରକ୍ଷଣ ଦାବିରେ ଗୃହରେ ହୋହଲ୍ଲା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଓବିସଙ୍କ ପାଇଁ ସଂରକ୍ଷଣ ସହ ଏସସି ଏସଟିଙ୍କ ପାଇଁ ପର୍ଯ୍ୟାପ୍ତ ସଂରକ୍ଷଣ

ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା

ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା ମହାନ୍ତ । ଆଜି ବିଧିବଦ୍ଧ ଭାବେ ସାର୍ଟିଫିକେଟ୍ ନେଇଛନ୍ତି । ଆଜି ସ୍ବାଧୀନ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ସେ ଏକାମାତ୍ର ପ୍ରାର୍ଥୀ ଥିଲେ । ଆଉ ନିର୍ବାଚନର ଆବଶ୍ୟକତା ପଡିନାହିଁ । କିନ୍ତୁ ବିଜେପିର

ବାର୍ଡ ଫ୍ଲୁ; ୩୮ଟି ରାପିଡ୍‌ ରେସପନ୍‌ସ ଟିମ୍‌ ଗଠିତ

ଭୁବନେଶ୍ୱର: ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ଗଠିତ ହେବ ୩୮ଟି ରାପିଡ୍‌ ରେସପନ୍‌ସ ଟିମ୍‌ l ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ l ୨୦ଟି ଟିମ୍‌ କୁକୁଡ଼ା ମରା ଓ ବିଶୋଧନ ପାଇଁ ଗଠିତ ହୋଇଛି l ସେହିପରି ୧୮ଟି ଟିମ୍‌ ଚଢ଼ାଉ ଓ ଲୋକଙ୍କୁ ସଚେତନ କରାଇବେ l

ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱର: ଭଙ୍ଗାହେବ ଭୁବନେଶ୍ୱରରେ ୧୯୧ ବେଆଇନ ଆପାର୍ଟମେଣ୍ଟ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ବେଆଇନ ଭାବେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ

ଟଙ୍କା ବୁହା ଗାଡ଼ିରୁ ସୁନା ଓ ରୂପ ଜବତ ଘଟଣା: ଜିଏସଟି ଅଫିସରେ ଏକାଧିକ ସୁନା ଦୋକାନୀ

ଭୁବନେଶ୍ୱର: ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା ଓ ରୂପ ଜବତ ଘଟଣାରେ ନୂଆ ମୋଡ l ଜିଏସଟି ଅଫିସରେ ପହଞ୍ଚିଲେ ଏକାଧିକ ସୁନା ଦୋକାନୀ l ବିଭିସି ଲଜିଷ୍ଟିକ୍ସ କୋରିଅର ଜରିଆରେ ସୁନା ଆଣୁଥିବା ନେଇ କହିଛନ୍ତି ଉକ୍ତ ସୁନା ଦୋକାନୀ ମାନେ l ନିଜ ସୁନା ସଂପର୍କିତ ତଥ୍ୟ ମଧ୍ୟ ଦେଉଛନ୍ତି

ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ

ଭୁବନେଶ୍ବର: ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ ତଥା ମାଲକାନଗିରି ମାଥିଲି ବ୍ଲକ ଜୋନ-୩ର ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ମାଝି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି

ରାଜ୍ୟରେ ୨୭୫୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଯାଏ ଓଡ଼ିଶାରେ ୭୦ ହଜାର ଟେଷ୍ଟିଂ ହୋଇଥିବା ବେଳେ ୨୭୫୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୮୬୫ ଜଣ ଡେଙ୍ଗୁ ରୋଗୀ