Browsing Category

ଓଡିଶା

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବ ବିଜେପି: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖକୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ଦେଶବ୍ୟାପୀ ପାଳନ କରାଯିବ । ଏନେଇ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୁଚନା ଦେଇଛନ୍ତି । ସେ କହିଛନ୍ତି…

ଏଥର ବାଲିଯାତ୍ରାରେ ସାମିଲ ହୋଇପାରନ୍ତି ୧୨ ଦେଶର ରାଷ୍ଟ୍ରଦୂତ

କଟକ: ଚଳିତ ଥର ବାଲି ଯାତ୍ରାରେ ଅତି କମରେ ୧୨ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବାର ସମ୍ଭାବନା ରହିଛି। କଟକ ସହରରେ ଆୟୋଜିତ ଏହି ଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହୋଇ ୨୨ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଆଠ ଦିନ ଧରି ଚାଲିବ। ଏଥିରେ ଅଂଶଗ୍ରହଣ କରିବାକୁ ୧୨ଟି ଦେଶର ରାଷ୍ଟ୍ରଦୂତମାନେ ନିଜର ଇଚ୍ଛା…

ସରକାରୀ କାର୍ଯ୍ୟ ପାଇଁ ଏଥର ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ

ଭୁବନେଶ୍ୱର: ସରକାରୀ କାର୍ଯ୍ୟ ପାଇଁ ଏଣିକି ମନ୍ତ୍ରୀମାନେ ବିମାନରେ ଯାତ୍ରା କରିପାରିବେ । ଏନେଇ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଉଭୟେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ବିମାନରେ ଯାତ୍ରା କରିପାରିବେ ।…

ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ

ପୁଣି ଥରେ ବିବାଦରେ ଓଡ଼ିଆ ଫିଲ୍ମ ଅଭିନେତା ମନୋଜ ମିଶ୍ର। ତାଙ୍କ ତୁଣ୍ଡ ପାଇଁ ଆଜି ସେ ବିବାଦରେ। ତାଙ୍କ ନାଁରେ କଟକ ସାଇବର ଥାନାରେ ଏଫ୍‌ଆଇଆର୍‌ ହୋଇଛି। ଏଫ୍‌ଆଇଆର୍‌ ପରେ ଆଜି ମନୋଜ ମିଶ୍ର ଚିହିଁକି ଉଠିଛନ୍ତି। ଆଉ ସାମ୍ୱାଦିକ ସମ୍ମିଳନୀ କରି ସବୁ ନିର୍ଦ୍ଦେଶକଙ୍କ ନାଁ ନେଇ…

ବଦଳିଲା ନିୟମ, ୭ ବର୍ଷ ପରେ ଏସଆଇ ହୋଇପାରିବେ ଇନ୍ସପେକ୍ଟର

ଭୁବନେଶ୍ୱର: ଏସଆଇମାନଙ୍କ ପଦୋନ୍ନତି ନେଇ ଆସିଲା ଖୁସି ଖବର । ୭ ବର୍ଷ ପରେ ଜଣେ ସବ୍‌-ଇନ୍ସପେକ୍ଟର (ଏସଆଇ) ହୋଇପାରିବେ ଇନ୍ସପେକ୍ଟର । ପୂର୍ବରୁ ଏହା ୧୦ ବର୍ଷ ଥିବାବେଳେ ପଦୋନ୍ନତିକୁ ୧୦ ବର୍ଷରୁ ଖସାଇ ୭ ବର୍ଷ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଅବକାରୀ ବିଭାଗକୁ ବଡ ସଫଳତା: ୭୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୋଳ: ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ଅନୁଗୋଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ୮ ଟା ବେଳେ ବଉଦ ଅଞ୍ଚଳରୁ ଏକ କାରରେ ଦୁଇ ଯୁବକ ଗଞ୍ଜେଇ ନେଇ ଆସୁଥିବା…

ନୀତିକାନ୍ତି ଠୁ ଆରମ୍ଭ କରି ସବୁ କିଛି ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରୁଛୁ : ଆଇନ ମନ୍ତ୍ରୀ

ଭୁବନେଶ୍ବର: ପଞ୍ଚୁକରେ ଶ୍ରୀମନ୍ଦିରରେ ଭିଡ଼ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ପଞ୍ଚୁକରେ ଭକ୍ତଙ୍କ ପ୍ରବଳ ଭିଡ଼ ଦୃଷ୍ଟିରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଭିଡ଼କୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସକୁ ତ କାମ କରିବାକୁ ପଡ଼ିବ। ଭିଡ଼…

ପିଆଜ କେଜି ୩୦ ଟଙ୍କାରେ ବିକିବ ନାଫେଡ: ମନ୍ତ୍ରୀ

ଭୁବନେଶ୍ୱର: ପିଆଜ କେଜି ୩୦ ଟଙ୍କାରେ ବିକ୍ରି କରିବ ନାଫେଡ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। “ପିଆଜ ଓଡିଶାରେ ଉତ୍ପାଦିତ ହୁଏ ନାହିଁ ଏବଂ ତେଣୁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ପିଆଜ ଏବଂ ରସୁଣର ମୂଲ୍ୟ ରାଜ୍ୟ ବାହାରେ ଅଧିକ ଏବଂ ଯାହା ଫଳରେ…

‘ସୁଭଦ୍ରା’ ପାଇନଥିବା ମହିଳାଙ୍କୁ ଏମିତି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଟଙ୍କାକୁ ନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବ । କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଟିମ ଯିବ । ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ…

ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି । ଘରୋଇ ଭାବେ ଅଧିଗ୍ରହଣ କରାଯାଇଥିବା ଜମି ଫେରସ୍ତ ହେବ । କ୍ଷତିପୂରଣ ପାଇଥିବା ଲୋକେ କ୍ଷତିପୂରଣ ରାଶି ଫେରାଇବେ । ଜମି ଫେରାଇବା ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ଆରମ୍ଭ କଲାଣି । ହାଇକୋର୍ଟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ…